ଓମିକ୍ରନ୍ ବିରୋଧରେ କପଡ଼ା ମାସ୍କ ସୁରକ୍ଷିତ ନୁହେଁ, ଡବଲ୍ ଲେୟର ମାସ୍କ ପିନ୍ଧିବାକୁ ବିଶେଷଜ୍ଞଙ୍କ ପରାମର୍ଶ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ବିପଦ ସମଗ୍ର ବିଶ୍ୱରେ ବଢ଼ି ଚାଲିଛି | ଓମିକ୍ରନର ପ୍ରସାର ରୋକିବା ପାଇଁ ଅନେକ ଦେଶ ମଧ୍ୟ ପୁଣି କଟକଣା ଲଗାଇବା ଆରମ୍ଭ କରିଛନ୍ତି | ଓମିକ୍ରନ୍ ବିରୋଧରେ ଟିକାକରଣର ପ୍ରଭାବ ସମ୍ପର୍କରେ ଯାଞ୍ଚ୍ ଚାଲିଛି। ଅନେକ ଅଧ୍ୟୟନରୁ ଜଣାପଡିଛି ଯେ କରୋନାର…