ଓଡ଼ିଶାର ପୁରପଲ୍ଲୀରେ ଆଜି ପାଳିତ ହେଉଛି ବାଟଓଷା ବା ଦାଣ୍ଡପହଁରା ଓଷା

ନିଜ ନିଜର ସନ୍ତାନମାନଙ୍କ ଦୀର୍ଘଜୀବନ ତଥା ମଙ୍ଗଳ କାମନା ପାଇଁ ଜଣେ ମାଆ ଯେ କେତେ କଷ୍ଟ ସହିଥାଏ କେତେ ଉପବାସ କରିଥାଏ ତାର ଏକ ନିଛକ ଉଦାହରଣ ହେଉଛି ଆମ ଓଡ଼ିଆ ପରମ୍ପରାରେ ଥିବା କିଛି ବ୍ରତ ଓ ଉପବାସ। ବାଟ ଓଷା ବା ଦାଣ୍ଡପହଁରା ଓଷା ସେଥି ମଧ୍ୟରୁ ଅନ୍ୟତମ। ପୌଷମାସ କୃଷ୍ଣ ପ୍ରତିପଦ ତିଥିରେ…

ଗୀତା ମାହାତ୍ମ୍ୟ: ତସ୍ମାଦସକ୍ତଃ ସତତଂ କାର୍ଯ୍ୟଂ କର୍ମ ସମାଚର। ଅସକ୍ତ ହ୍ୟାଚରନ କର୍ମ ପରମାପ୍ନୋତି ପୁରୁଷ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : - ତସ୍ମାଦସକ୍ତଃ ସତତଂ କାର୍ଯ୍ୟଂ କର୍ମ ସମାଚର। ଅସକ୍ତ ହ୍ୟାଚରନ କର୍ମ ପରମାପ୍ନୋତି ପୁରୁଷ।। ହେ ଅର୍ଜୁନ ! ତେଣୁ ନିରନ୍ତର…