ପରିବାର ନିୟୋଜନ ଅସ୍ତ୍ରୋପଚାରରେ ରେକର୍ଡ, ଡା.ସଦାନନ୍ଦ ପାଣିଗ୍ରାହୀଙ୍କୁ ରାଜ୍ୟ ସରକାର କଲେ ସମ୍ମାନୀତ

୧୪ ଦିନରେ କରିଥିଲେ ୫୬୦ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଭବାନୀପାଟଣା : ପରିବାର ନିୟୋଜନ ଅସ୍ତ୍ରୋପଚାର କ୍ଷେତ୍ରରେ ଅଭୂତପୂର୍ବ ସଫଳତା କରି ଚର୍ଚ୍ଚାକୁ ଆସିଛନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ । ମାତ୍ର ୧୪ ଦିନରେ ୫୬୦ ଜଣ ମହିଳାଙ୍କ ବନ୍ଧ୍ୟାକରଣ…