ରାଜ୍ୟରେ ଆଉ ୧୪୬ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୪୬ ଆକ୍ରାନ୍ତ । ସଙ୍ଗରୋଧରୁ ୮୬ ଓ ସ୍ଥାନୀୟ ଅଂଚଳରୁ ୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୨୫ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ଘାରିଲା ଓମିକ୍ରନ୍‌ ଭୟ: ଛୁଟିଦିନର କାର୍ଯ୍ୟକ୍ରମ ବାତିଲ କରିବାକୁ ଲୋକଙ୍କୁ କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନିଭା: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ବିପଦ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଲୋକଙ୍କୁ ଛୁଟିରେ ନିଜର କିଛି ପ୍ରସ୍ତାବିତ କାର୍ଯ୍ୟକ୍ରମ ଯୋଜନା ବାତିଲ କରିବାକୁ ନିବେଦନ କରିଛି। ହୁ'ର ମହାନିର୍ଦ୍ଦେଶକ ଡାକ୍ତର ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ କହିଛନ୍ତି ଯେ ଜୀବନ ପ୍ରତି…

ରାଜ୍ୟ ସରକାର ପୁଣି ଦେବେ କୋଭିଡ ସହାୟତା, ୭ ଦିନ ମଧ୍ୟରେ ସମସ୍ତ ଜିଲ୍ଲାର ପିଡିଏସ ହିତାଧିକାରୀଙ୍କୁ ମିଳିବ ଟଙ୍କା

ଭୁବନେଶ୍ୱର- କୋରୋନା ମହାମାରୀ ଯୋଗୁଁ ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ପିଡିଏସ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର । ପିଡିଏସ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏଁ ଦେବେ ରାଜ୍ୟ ସରକାର । ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର…

ଆମେରିକାରେ ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ୍, ମୋଟ ମାମଲାର ୭୩.୨ ପ୍ରତିଶତ ରୋଗୀ ନୂଆ ଭାରିଆଣ୍ଟ ଦ୍ଵାରା ଆକ୍ରାନ୍ତ

ୱାଶିଂଟନ୍: ଆମେରିକାରେ ବେକାବୁ ହେବାରେ ଲାଗିଛି ଓମିକ୍ରନ୍ । କରୋନାର ଏହି ନୂଆ ଷ୍ଟ୍ରେନ୍ ସେଠାରେ ଦ୍ରୁତ ଗତିରେ ବ୍ୟାପୁଛି | ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ଦେଶର ନୂଆ ମାମଲାର ୭୩.୨ ପ୍ରତିଶତ ମାମଲା ଓମିକ୍ରନ୍ ସହ ଜଡ଼ିତ | ଆମେରିକାରେ ଜଣେ ଓମିକ୍ରନ୍ ରୋଗୀର ମୃତ୍ୟୁ…

୨୬ରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ: ବ୍ଲକ, ସହରାଞ୍ଚଳରୁ ରାଜ୍ୟସ୍ତର ଯାଏ ପ୍ରତିଷ୍ଠା ଦିବସ ପାଳନ ପାଇଁ…

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳ ତାର ୨୫ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ଏକ ଆଞ୍ଚଳିକ ଦଳ ଭାବେ ବିଜେଡି ପାଇଁ ଏହି ସଫଳତାର ଅଢେଇ ଦଶନ୍ଧି ବେଶ୍ ଗୁରୁତ୍ବପୂର୍ଣ୍ଣ ଓ ବିରାଟ ଉପଲବ୍ଧି ମଧ୍ଯ। ତେଣୁ ଏହି ଦିବସକୁ ବ୍ଲକ, ସହରାଞ୍ଚଳରୁ ଆରମ୍ଭ କରି ଜିଲ୍ଲା ଓ…

ପଞ୍ଜାବରେ ମୁତୟନ ହେଲା ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମର ପ୍ରଥମ ସ୍କ୍ବାଡ୍ରନ୍, ପାକିସ୍ତାନ-ଚୀନ୍ ଉପରେ ରଖିବ ନଜର

ନୂଆଦିଲ୍ଲୀ: ବିମାନ ଆକ୍ରମଣ ବିପଦକୁ ଦୃଷ୍ଟିରେ ରଖି ପଞ୍ଜାବରେ ଭାରତ ଏହାର ପ୍ରଥମ ଏୟାର ଡିଫେନ୍ସ ସିଷ୍ଟମ ମୁତୟନ କରିଛି। ରୁଷ୍ ନିର୍ମିତ ଏସ୍-୪୦୦ ଏୟାର ଡିଫେନ୍ସ ମିସାଇଲ୍ ସିଷ୍ଟମର ପ୍ରଥମ ସ୍କ୍ବାଡ୍ରନକୁ ଭାରତୀୟ ବାୟୁସେନା ପଞ୍ଜାବରେ ମୁତୟନ କରିଛି। ସୂଚନାନୁସାରେ, ଉଭୟ ଚୀନ୍ ଏବଂ…

ମାର୍ଚ୍ଚରେ ଯୁକ୍ତ ଦୁଇ ପରୀକ୍ଷା ସମ୍ଭାବନା

ଭୁବନେଶ୍ୱର-ଆସନ୍ତା ମାର୍ଚ୍ଚରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରାକ୍ ପ୍ରସ୍ତୃତି ଆରମ୍ଭ ହୋଇଛି । ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ପରୀକ୍ଷା ପ୍ରସ୍ତୁତି ନେଇ ଚିଠି ଲେଖାଯାଇଥିବା…

ବୁଷ୍ଟର ଡୋଜ୍ ପାଇଁ ଅନୁମତି ଲୋଡିଲା ଭାରତ ବାୟୋଟେକ୍

ନୂଆଦିଲ୍ଲୀ: ନାକ ମାଧ୍ୟମରେ ଦିଆଯାଉଥିବା ଏକ କୋଭିଡ ଟିକା ଉପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଭାରତର ଔଷଧ ନିୟାମକଙ୍କ (ଜସିଜିଆଇ)ଠାରୁ ଭାରତ ବାୟୋଟେକ ଅନୁମତି ମାଗିଛି। ସମ୍ପୁର୍ଣ୍ଣ ଟୀକାକରଣ ହୋଇଥିବା ଲୋକଙ୍କ ପାଇଁ ଏହି ଟିକାକୁ ବୁଷ୍ଟର ଡୋଜ ଭାବରେ ଅଧ୍ୟୟନ କରିବାକୁ କମ୍ପାନୀ ଅନୁମତି…