ଭୁବନେଶ୍ୱର ବମିଖାଲ ଓ ଭିଏସଏସ ନଗରର କିଛି ଜାଗା କଂଟେନମେଂଟ ଅଞ୍ଚଳ ଘୋଷିତ

ଭୁବନେଶ୍ୱର- ଭୁବନେଶ୍ୱରର ବମିଖାଲ ଓ ଭିଏସଏସ ନଗରର କିଛି ଜାଗାକୁ କଂଟେନମେଂଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି । ଏସବୁ ଜାଗାରେ ଅନେକ ଲୋକ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଲା ପରେ ପ୍ରଶାସନ ପକ୍ଷରୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି ।

ପ୍ରିୟଙ୍କାଙ୍କ ଅଭିଯୋଗ – ମୋ ପିଲାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ କରୁଛନ୍ତି ସରକାର

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେନ୍ଦ୍ର ଉପରେ ବଡ଼ ଆରୋପ ଲଗାଇଛନ୍ତି। ପ୍ରିୟଙ୍କା ଅଭିଯୋଗ କରିଛନ୍ତି ଯେ ତାଙ୍କ ପିଲାମାନଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ କରାଯାଇଛି। ଏହାପୂର୍ବରୁ ସମାଜବାଦୀ ପାର୍ଟିର ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ…

ଲୋକସଭା ପରେ ରାଜ୍ୟସଭାରେ ବି ପାରିତ ହେଲା ନିର୍ବାଚନ ସଂସ୍କାର ବିଲ୍

ନୂଆଦିଲ୍ଲୀ: ନିର୍ବାଚନ ସଂସ୍କାର ବିଲ୍ ରାଜ୍ୟସଭାରେ ପାରିତ ହୋଇଛି। ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଏହି ବିଲ୍ ପାରିତ ହୋଇଛି। ଏହାପୂର୍ବରୁ ଲୋକସଭାରେ ସୋମବାର ଏ‌ହି ବିଲ୍ ପାସ୍ ହୋଇଥିଲା । ଉଭୟ ଗୃହର ମଞ୍ଜୁରି ପରେ ନିର୍ବାଚନ ସଂସ୍କାର ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ। ଏହି…

ଆନ୍ଧ୍ର ସୀମା ଉପାନ୍ତ ଗାଁରେ ଟିକାକରଣ

ପାତ୍ରପୁର: ଯଦିଓ ଏସବୁ ଗ୍ରାମ ଓଡ଼ିଶା ସୀମା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ରେ ରହିଛି, ହେଲେ ଭୌଗୋଳିକ ଅବସ୍ଥିତି ଏତେ ଦୁର୍ଗମ ଯେ ଏହି ଉପାନ୍ତ ଗାଁମାନଙ୍କରେ ପହଞ୍ଚିବା ଏତେ ସହଜ ନୁହେଁ। ବ୍ଲକ୍ ସଦର ମହକୁମା ଠାରୁ ପ୍ରାୟ ୪୦ରୁ ୫୦ କିମି ଦୂରରେ ଅବସ୍ଥିତ ଏସବୁ ଗ୍ରାମ। ପଡ଼ୋଶୀ…

କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ନେତାଙ୍କ ପଦଯାତ୍ରା

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଘଟଣାରେ ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଇସ୍ତଫା ଦାବିରେ ଆଜି ବିରୋଧୀ ଦଳଙ୍କ ପକ୍ଷରୁ ସଂସଦ ଗୃହରୁ ବିଜୟ ଚୌକ୍ ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି। ଅଜୟ ମିଶ୍ର ଟେନିଙ୍କୁ ହଟାଇବାକୁ ବିରୋଧୀ ଦଳ ଦାବି କରୁଛନ୍ତି। ସରକାର ସଂସଦରେ ଏହି ପ୍ରସଙ୍ଗରେ ବିତର୍କ…