ଦକ୍ଷିଣ ଆଫ୍ରିକାକୁ ଝଟକା, ଭାରତ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଲେ ଏହି ବୋଲର

ଜୋହାନ୍ସବର୍ଗ: ଭାରତ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଏକ ବଡ଼ ଝଟକା ଲାଗିଛି। ଆହତ କାରଣରୁ ଦଳର ପ୍ରମୁଖ ଦ୍ରୁତ ବୋଲର ଏନ୍ରିଚ୍ ନର୍ଜେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରୁ ବାଦ୍ ପଡିଛନ୍ତି । କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଏକ ବିବୃତ୍ତିରେ କହିଛି ଯେ ଭାରତ ବିପକ୍ଷ…

ଭାରତ ବିରୋଧୀ ୨୦ଟି ୟୁଟ୍ୟୁବ ଚ୍ୟାନେଲ ଓ ଦୁଇଟି ଓ୍ବେବସାଇଟକୁ ବ୍ୟାନ୍ କଲେ ସରକାର

ନୂଆଦିଲ୍ଲୀ: ଭାରତ ବିରୋଧୀ ପ୍ରଚାର ଏବଂ ମିଥ୍ୟା ଖବର ପ୍ରସାରଣ କରୁଥିବା ୨୦ଟି ୟୁଟ୍ୟୁବ ଚ୍ୟାନେଲ ସହ ପାକିସ୍ତାନର ଦୁଇଟି ୱେବସାଇଟକୁ ସୋମବାର କେନ୍ଦ୍ର ସରକାର ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ତରଫରୁ କୁହାଯାଇଛି ଯେ, ଏହି ଚ୍ୟାନେଲଗୁଡ଼ିକ କାଶ୍ମୀର, ଭାରତୀୟ ସେନା,…

ପ୍ରବଳ ଶୀତରେ ବାସହୀନଙ୍କ ରାତ୍ର ରହଣି ପାଇଁ ସ୍କୁଲ ଘର ଓ କମ୍ୟୁନିଟି ହଲ୍ ବ୍ୟବହାର କରିବାକୁ ଜିଲ୍ଲାପାଳଙ୍କୁ କହିଲେ…

ଭୁବନେଶ୍ୱର- ସାରା ଓଡିଶା ପ୍ରବଳ ଜାଡରେ ଥରୁଥିବା ବେଳେ ଆହୁରି ୨-୩ ଦିନ ଶୀତର ପ୍ରକୋପ ଜାରି ରହିବ । ପ୍ରବଳ ଶୀତରେ ବାସହୀନ ଲୋକଙ୍କ ସୁରକ୍ଷା ପାଇଁ ରାତ୍ର ଆଶ୍ରୟସ୍ଥଳ ଭାବେ ସ୍କୁଲ ଘର ଓ କମ୍ୟୁନିଟି ହଲକୁ ବ୍ୟବହାର କରିବା ପାଇଁ ଏସଆରସି ପ୍ରଦୀପ କୁମାର ଜେନା ସବୁ ଜିଲ୍ଲାପାଳ ଓ…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଘର…

ଭୁବନେଶ୍ବର: ଓଡିଶା ଉପରେ ସବୁବେଳେ ବାତ୍ୟା ଓ ବନ୍ୟାର ଭୟ ରହୁଛି । ଏବେ ପ୍ରତି ବର୍ଷ ଆମେ ବାତ୍ୟାର ସାମ୍ନା କରୁଛୁ । ତେଣୁ ଆଶ୍ରୟ ସୁରକ୍ଷା ସବୁ ସୁରକ୍ଷାର ଆଧାର । ସବୁ ପରିବାରର ମୁଣ୍ଡ ଉପରେ ଭଲ ଛାତ ଥିଲା ବିଜୁ ବାବୁଙ୍କ ସ୍ବପ୍ନ । ସେହି ସ୍ବପ୍ନକୁ ସାକାର କରିବା ପାଇଁ ଆମେ ବିଜୁ…

ଭୁବନେଶ୍ୱର ବମିଖାଲ ଓ ଭିଏସଏସ ନଗରର କିଛି ଜାଗା କଂଟେନମେଂଟ ଅଞ୍ଚଳ ଘୋଷିତ

ଭୁବନେଶ୍ୱର- ଭୁବନେଶ୍ୱରର ବମିଖାଲ ଓ ଭିଏସଏସ ନଗରର କିଛି ଜାଗାକୁ କଂଟେନମେଂଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି । ଏସବୁ ଜାଗାରେ ଅନେକ ଲୋକ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଲା ପରେ ପ୍ରଶାସନ ପକ୍ଷରୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି ।

ପ୍ରିୟଙ୍କାଙ୍କ ଅଭିଯୋଗ – ମୋ ପିଲାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ କରୁଛନ୍ତି ସରକାର

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେନ୍ଦ୍ର ଉପରେ ବଡ଼ ଆରୋପ ଲଗାଇଛନ୍ତି। ପ୍ରିୟଙ୍କା ଅଭିଯୋଗ କରିଛନ୍ତି ଯେ ତାଙ୍କ ପିଲାମାନଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ କରାଯାଇଛି। ଏହାପୂର୍ବରୁ ସମାଜବାଦୀ ପାର୍ଟିର ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ…

ଲୋକସଭା ପରେ ରାଜ୍ୟସଭାରେ ବି ପାରିତ ହେଲା ନିର୍ବାଚନ ସଂସ୍କାର ବିଲ୍

ନୂଆଦିଲ୍ଲୀ: ନିର୍ବାଚନ ସଂସ୍କାର ବିଲ୍ ରାଜ୍ୟସଭାରେ ପାରିତ ହୋଇଛି। ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଏହି ବିଲ୍ ପାରିତ ହୋଇଛି। ଏହାପୂର୍ବରୁ ଲୋକସଭାରେ ସୋମବାର ଏ‌ହି ବିଲ୍ ପାସ୍ ହୋଇଥିଲା । ଉଭୟ ଗୃହର ମଞ୍ଜୁରି ପରେ ନିର୍ବାଚନ ସଂସ୍କାର ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ। ଏହି…