ଭାରତ ବିରୋଧୀ ୨୦ଟି ୟୁଟ୍ୟୁବ ଚ୍ୟାନେଲ ଓ ଦୁଇଟି ଓ୍ବେବସାଇଟକୁ ବ୍ୟାନ୍ କଲେ ସରକାର
ନୂଆଦିଲ୍ଲୀ: ଭାରତ ବିରୋଧୀ ପ୍ରଚାର ଏବଂ ମିଥ୍ୟା ଖବର ପ୍ରସାରଣ କରୁଥିବା ୨୦ଟି ୟୁଟ୍ୟୁବ ଚ୍ୟାନେଲ ସହ ପାକିସ୍ତାନର ଦୁଇଟି ୱେବସାଇଟକୁ ସୋମବାର କେନ୍ଦ୍ର ସରକାର ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କେନ୍ଦ୍ର ତରଫରୁ କୁହାଯାଇଛି ଯେ, ଏହି ଚ୍ୟାନେଲଗୁଡ଼ିକ କାଶ୍ମୀର, ଭାରତୀୟ ସେନା,…