ରାଜ୍ୟରେ ୫ ଦିନ ଶୁଖିଲା ପାଗ, ୭ ପରେ ବଢିବ ପାରଦ

ଭୁବନେଶ୍ୱର- ଆସନ୍ତା ୫ ଦିନ ରାଜ୍ୟର ପାଗ ଶୁଖିଲା ରହିବ। ୫ ଦିନ ପରେ ରାଜ୍ୟର ପାରଦ ବଢ଼ିବା ସହ ଗରମ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୭ରୁ ୧୨ ତାରିଖ ଭିତରେ ଗରମ ଦ୍ରୁତ ଗତିରେ ବୃଦ୍ଧି ପାଇବା ସମ୍ଭାବନା ରହିଛି ।ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା…

ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର୍ ରଡନୀ ମାର୍ଶଙ୍କର ଦେହାନ୍ତ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ପୂର୍ବତନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରଡନୀ ମାର୍ଶଙ୍କର ୭୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ୧୯୪୭ ମସିହାରେ ଜନ୍ମ ହୋଇଥିବା ମାର୍ଶ ଅଷ୍ଟ୍ରେଲିଆ ପାଇଁ ୯୬ ଟି ଟେଷ୍ଟ ଏବଂ ୯୨ଟି ଦିନିକିଆ ଖେଳିଥିଲେ | ମାର୍ଶ ଗତ ଗୁରୁବାର କୁଇନ୍ସଲ୍ୟାଣ୍ଡରେ ହୃଦଘାତର ଶିକାର…

ଦୃଷ୍ଟିବାଧିତ ଜାତୀୟ ସିନିୟର ମହିଳା ଟି-୨୦ ପ୍ରତିଯୋଗିତା ସେମିଫାଇନାଲ ଓଡ଼ିଶା

ବେଙ୍ଗାଳୁରୁ- ଜାତୀୟ ସିନିଅର ଦୃଷ୍ଟି ବାଧିତ ମହିଳା ଟି-୨୦ କ୍ରିକେଟ ପ୍ରତିଯୋଗିତାରେ ଓଡିଶା ସେମିଫାଇନାଲରେ ପ୍ରବେଶ କରିଛି । ମହାରାଷ୍ଟ୍ରକୁ ୧୦୧ ରନରେ ହରାଇ ଓଡ଼ିଶା ଲଗାତର ତୃତୀୟ ବିଜୟ ହାସଲ ସହ ସେମିଫାଇନାଲରେ ପ୍ରବେଶ କରିଛି । ଦଳ ପକ୍ଷରୁ ଝିଲି ବିରୁଆ ୬୪ ରନ କରି ପ୍ଲେୟାର ଅଫ ଦି…

ଜାତୀୟ ନିରାପତ୍ତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ହେଉଛି ଜାତୀୟ ନିରାପତ୍ତା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଚଳିତ ନିରାପତ୍ତା ପ୍ରଟୋକଲ ମାନି ନିଜକୁ ଓ ଆମର ପ୍ରିୟଜନମାନଙ୍କର ସୁରକ୍ଷା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କାର୍ଯ୍ୟସ୍ଥଳୀ, ସଡ଼କ ଓ ଅନ୍ୟ ଜାଗାରେ…

କିଭରେ ଜଣେ ଭାରତୀୟ ଛାତ୍ର ଗୁଳିମାଡ଼ରେ ଆହତ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ନବମ ଦିନ ଏବଂ ଏହି ସଂଘର୍ଷ ଶେଷ ହେବାର କୌଣସି ଆଶା ଦେଖାଯାଉ ନାହିଁ । ଅନ୍ୟପକ୍ଷରେ ଏବେ ମଧ୍ୟ ଅନେକ ଭାରତୀୟ ଛାତ୍ର ୟୁକ୍ରେନର ରାଜଧାନୀ କିଭ୍ ଏବଂ ଦ୍ବିତୀୟ ବୃହତ୍ତମ ସହର ଖାର୍କିଭରେ ଅଟକି ରହିଛନ୍ତି | ଗତ ୨୪ ଘଣ୍ଟା…

ବିହାରର ଭାଗଲପୁରରେ ଏକାଧିକ ବିସ୍ଫୋରଣ, ୪ ମୃତ, ୧୨ ଆହତ

ଭାଗଲପୁର: ଗୁରୁବାର ରାତିରେ ବିହାରର ଭାଗଲପୁରରେ ଏକାଧିକ ବିସ୍ଫୋରଣ ଘଟିଛି ​​। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସମଗ୍ର ସହର ଥରି ଉଠିଥିଲା। ଏହି ଭାଗଲପୁର ବିସ୍ଫୋରଣ ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଭାଗଲପୁର ରେଞ୍ଜର ଡିଜି ସୁଜିତ କୁମାର…