ଇଡ୍‌କୋରେ ନିଯୁକ୍ତି ପାଇଲେ ୨୫ ଜଣ ଡେପୁଟି ମ୍ୟାନେଜର

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଇଡ୍‌କୋ ସମ୍ମିଳନୀ କକ୍ଷଠାରେ ୨୫ ଜଣଙ୍କୁ ଡେପୁଟି ମ୍ୟାନେଜର ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଶିଳ୍ପ , ଶକ୍ତି , ଏମ୍ଏସ୍ଏମ୍ଇ , ଗୃହ ରାଜ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଯୁକ୍ତି…

ଦକ୍ଷିଣ ଆଫ୍ରିକାକୁ ଝଟକା, ଭାରତ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଲେ ଏହି ବୋଲର

ଜୋହାନ୍ସବର୍ଗ: ଭାରତ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଏକ ବଡ଼ ଝଟକା ଲାଗିଛି। ଆହତ କାରଣରୁ ଦଳର ପ୍ରମୁଖ ଦ୍ରୁତ ବୋଲର ଏନ୍ରିଚ୍ ନର୍ଜେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରୁ ବାଦ୍ ପଡିଛନ୍ତି । କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଏକ ବିବୃତ୍ତିରେ କହିଛି ଯେ ଭାରତ ବିପକ୍ଷ…

ଭାରତ ବିରୋଧୀ ୨୦ଟି ୟୁଟ୍ୟୁବ ଚ୍ୟାନେଲ ଓ ଦୁଇଟି ଓ୍ବେବସାଇଟକୁ ବ୍ୟାନ୍ କଲେ ସରକାର

ନୂଆଦିଲ୍ଲୀ: ଭାରତ ବିରୋଧୀ ପ୍ରଚାର ଏବଂ ମିଥ୍ୟା ଖବର ପ୍ରସାରଣ କରୁଥିବା ୨୦ଟି ୟୁଟ୍ୟୁବ ଚ୍ୟାନେଲ ସହ ପାକିସ୍ତାନର ଦୁଇଟି ୱେବସାଇଟକୁ ସୋମବାର କେନ୍ଦ୍ର ସରକାର ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ତରଫରୁ କୁହାଯାଇଛି ଯେ, ଏହି ଚ୍ୟାନେଲଗୁଡ଼ିକ କାଶ୍ମୀର, ଭାରତୀୟ ସେନା,…

ପ୍ରବଳ ଶୀତରେ ବାସହୀନଙ୍କ ରାତ୍ର ରହଣି ପାଇଁ ସ୍କୁଲ ଘର ଓ କମ୍ୟୁନିଟି ହଲ୍ ବ୍ୟବହାର କରିବାକୁ ଜିଲ୍ଲାପାଳଙ୍କୁ କହିଲେ…

ଭୁବନେଶ୍ୱର- ସାରା ଓଡିଶା ପ୍ରବଳ ଜାଡରେ ଥରୁଥିବା ବେଳେ ଆହୁରି ୨-୩ ଦିନ ଶୀତର ପ୍ରକୋପ ଜାରି ରହିବ । ପ୍ରବଳ ଶୀତରେ ବାସହୀନ ଲୋକଙ୍କ ସୁରକ୍ଷା ପାଇଁ ରାତ୍ର ଆଶ୍ରୟସ୍ଥଳ ଭାବେ ସ୍କୁଲ ଘର ଓ କମ୍ୟୁନିଟି ହଲକୁ ବ୍ୟବହାର କରିବା ପାଇଁ ଏସଆରସି ପ୍ରଦୀପ କୁମାର ଜେନା ସବୁ ଜିଲ୍ଲାପାଳ ଓ…