ଓମିକ୍ରନର ମୁକାବିଲା ପାଇଁ କଟକ ମହାନଗର ନିଗମ ପ୍ରସ୍ତୁତ : କମିଶନର ଅନନ୍ୟା ଦାସ

କଟକ-କୋରୋନାର ନୂଆ ଭାରିଆଂଟ୍ ଓମିକ୍ରନକୁ ନେଇ ଏବେ ଚିନ୍ତା ବଢିଥିବା ବେଳେ ଏହା ଦ୍ୱାରା ଆସିବାକୁ ଥିବା ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା କରିବାକୁ କଟକ ମହାନଗର ନିଗମ ପ୍ରସ୍ତୁତ । ଓମିକ୍ରନ ମୁକାବିଲା ପାଇଁ ସମସ୍ତ ସ୍ତରରେ ପ୍ରସ୍ତୁତି ହୋଇଛି ବୋଲି କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସ…

ଓମିକ୍ରନ ଆତଙ୍କ : ନୂଆବର୍ଷ ପାଇଁ ଆସିପାରେ ନୂଆ ଗାଇଡଲାଇନ

ଭୁବନେଶ୍ୱର – କୋରୋନାର ନୂଆ ଭାରିଆଂଟ୍ ଓମିକ୍ରନକୁ ନେଇ ସାରାବିଶ୍ୱ ଆତଙ୍କିତ ହୋଇପଡିଥିବା ବେଳେ ଭାରତରେ ମଧ୍ୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଓଡିଶାରେ ମଧ୍ୟ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଚିନ୍ତା ବଢିଛି । ଓମିକ୍ରନ ସମ୍ଭାବ୍ୟ ତୃତୀୟ ଲହର ଆଣିବା…

ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ଵର: ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ମଧ୍ୟରେ ଭାରତ କ୍ରମାଗତ ଭାବରେ ନିଜର ସାମରିକ ସାମର୍ଥ୍ୟ ବୃଦ୍ଧି କରୁଛି। ବୁଧବାର ଭାରତ ସଫଳତାର ସହ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର 'ପ୍ରଳୟ'ର ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ର ୧୫୦…

ପଂଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର କରିବେ ରାଜ୍ୟ ସରକାର, ଆସନ୍ତା ୭ରେ ସାନି ତାଲିକା

ଭୁବନେଶ୍ୱର-ପଂଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର କରାଯିବ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି । ବିଜ୍ଞପ୍ତି ପ୍ରତ୍ୟାହାର ସହ ଆସନ୍ତା ୨୭ ତାରିଖରେ ସାନି ତାଲିକା ପ୍ରକାଶ କରାଯିବ ବୋଲି କୋର୍ଟଙ୍କୁ ଅବଗତ କରିଛନ୍ତି ରାଜ୍ୟ ସରକାର । ଏହାପରେ ଜାନୁଆରୀ ୩ ସୁଦ୍ଧା…

ପ୍ରିୟଙ୍କା ଗାନ୍ଧୀଙ୍କ ପିଲାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକିଂ ଅଭିଯୋଗର ଯାଞ୍ଚ୍ କରିବେ ସରକାର

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ପିଲାମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଥିବା ଅଭିଯୋଗ କରିବା ପରେ ଆଇଟି ମନ୍ତ୍ରଣାଳୟ ଏହାକୁ ଗୁରୁତର ସହ ନେଇଛି । ଏନେଇ ଯାଞ୍ଚ୍ ଆଦେଶ ଦିଆଯାଇପାରେ । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମକୁ ନୋଟିସ୍ ଜାରି…

ଲୋକଙ୍କୁ ବୁଷ୍ଟର ଡୋଜ୍ କେବେ ଦିଆଯିବ ସରକାର କହିବା ଉଚିତ: ରାହୁଲ

ନୂଆଦିଲ୍ଲୀ : ଦେଶର ଜନସଂଖ୍ୟାର ଏକ ବଡ଼ ଭାଗର ଏ ଯାଏଁ ଟିକାକରଣ ହୋଇନାହିଁ ଓ ଲୋକମାନେ କେବେ ବୁଷ୍ଟର ଡୋଜ (ଟୀକାକରଣର ତୃତୀୟ ମାତ୍ରା) ପାଇବେ ତାହା ସରକାର କହିବା ଉଚିତ୍ ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବୁଧବାର କହିଛନ୍ତି । ଟିକାକରଣ ତଥ୍ୟର ଏକ ଚାର୍ଟ ସେୟାର କରି ସେ ଟ୍ୱିଟ୍…