ପଶ୍ଚିମବଙ୍ଗରେ ଜନ ସମର୍ଥନ ହରାଉଛି ବିଜେପି, ୬ ମାସରେ ୨୦ ପ୍ରତିଶତ କମିଲା ଭୋଟ୍ ସେୟାର

କୋଲକାତା: ପଶ୍ଚିମବଙ୍ଗରେ ବିଜେପି ଜନ ସମର୍ଥନ ହରାଉଛି । ଉଭୟ ନେତା ଓ ଜନତା ବିଜେପି ପ୍ରତି ବିମୁଖ ହେବାରେ ଲାଗିଛନ୍ତି । ଚଳିତ ବର୍ଷ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ୭୭ ଆସନ‌ ସହ ଦ୍ବିତୀୟ ବୃହତ୍ ଦଳ ଭାବେ ଉଭା ହୋଇଥିବା ବିଜେପି ଏବେ ରାଜ୍ୟରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ।…

ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ ଦଳରେ ଓଡିଆ ଖେଳାଳି

ଭୁବନେଶ୍ୱର- ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି ଓଡିଆ ଖେଳାଳି । ଓଡିଶା ଅଲରାଉଣ୍ଡର ନକୁଳ ବଡନାୟକଙ୍କୁ ବାଂଲାଦେଶ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ କ୍ରିକେଟ ଦଳରେ ସ୍ଥାନ ମିଳିଛି । ଭାରତୀୟ ଦଳରେ ସ୍ଥାନ ମିଳିଥିବାରୁ…

ରାଜ୍ୟରେ ଆଉ ୧୪୧ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର-ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୪୧ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୮୪ ଓ ସ୍ଥାନୀୟ ଅଂଚଳରୁ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୯ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮, କଟକରୁ ୧୨, କେନ୍ଦ୍ରାପଡାରୁ…

ଓଏଭି ପ୍ରବେଶିକା ପରୀକ୍ଷାର ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର- ଫେବ୍ରୁଆରୀ ୧୮ ତାରିଖରେ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ-ଓଏଭିଗୁଡିକରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ହେବ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ ଜାନୁଆରୀ ୧୯ ତାରିଖ ମଧ୍ୟରେ www.bseodisha.ac.in ୱେବସାଇଟରେ ଆବେଦନ…