କରୋନା ଅପଡେଟ୍: ଦୈନିକ ସଂକ୍ରମଣରେ ସାମାନ୍ୟ ବୃଦ୍ଧି, ୭,୫୫୪ ନୂଆ ମାମଲା, ୨୨୩ ମୃତ

ନୂଆଦିଲ୍ଲୀ: ଦୁଇ ଦିନ ଧରି ନିମ୍ନଗତି ପରେ ଆଜି କରୋନା ମାମଲା ପୁଣି ବଢ଼ିଛି । ବୁଧବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୭,୫୫୪ ନୂଆ କରୋନା ମାମଲା ରିପୋର୍ଟ ହୋଇଛି, ଯାହା ଗତକାଲି ତୁଳନାରେ ୬୩୯ ଅଧିକ। ଦିନକରେ ଆଉ ୨୨୩ ଜଣଙ୍କର ମୃତ୍ୟୁ ହୋଇଛି ।…

ପୁଟିନଙ୍କୁ ଏକଛତ୍ରବାଦୀ କହିଲେ ବାଇଡେନ୍, ରୁଷୀୟ ବିମାନ ପାଇଁ ନିଜ ଆକାଶସୀମା ବନ୍ଦ କଲା ଆମେରିକା

ଓ୍ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ବୁଧବାର ଆମେରିକା ସଂସଦରେ ନିଜ ପ୍ରଥମ 'ଷ୍ଟେଟ ଅଫ ୟୁନିଅନ' ସମ୍ବୋଧନରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି ଯେ ପୁଟିନ ଏକ ବଡ଼ ଭୁଲ କରିଛନ୍ତି। ବିନା କାରଣରେ ସେ ୟୁକ୍ରେନ ଉପରେ ଆକ୍ରମଣ…

ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ କବିତା କ୍ରିଷ୍ଣାମୂର୍ତ୍ତି ଓ ଏଲ୍ ସୁବ୍ରମଣ୍ୟମ

ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ପ୍ରସିଦ୍ଧ କଣ୍ଠଶିଳ୍ପୀ କବିତା କ୍ରିଷ୍ଣାମୂର୍ତ୍ତୀ ଏବଂ ତାଙ୍କ ସଂଗୀତଜ୍ଞ ପତି ପଦ୍ମବିଭୂଷଣପ୍ରାପ୍ତ ଏଲ. ସୁବ୍ରମଣ୍ୟମ୍ । ନବୀନ ନିବାସରେ ଦୁଇ କଳାକାର ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ…

ନିରାଡ଼ମ୍ବରରେ ବିଜୁ ଜୟନ୍ତୀ ପାଳନ ପାଇଁ ବିଜେଡି ବିଧାୟକଙ୍କୁ ନବୀନଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ଅଭୁତପୂର୍ବ ସଫଳତା ପରେ ମଧ୍ୟ ବିଜେଡି କୌଣସି ବଡ଼ ଧରଣର ବିଜୟ ଉତ୍ସବ କାର୍ଯ୍ୟକ୍ରମ ଆୟୋଜନ କରିବ ନାହିଁ । ଏପରିକି ଆସନ୍ତା ୫ ତାରିଖରେ ବିଜୁ ଜୟନ୍ତୀରେ ମଧ୍ୟ ଉତ୍ସବ ମନାଇବାକୁ ମନା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

ପୌର ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ, ୨ଟି ସତ୍ୟପାଠ ଦାଖଲ କରିବେ ପ୍ରାର୍ଥୀ

ଭୁବନେଶ୍ୱର- ପୌର ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଆଜିଠାରୁ ୭ ତାରିଖ ଯାଏ ପ୍ରାର୍ଥିପତ୍ର ଦାଖଲ ହେବ । ୯ ତାରିଖରେ ପ୍ରାର୍ଥୀ ପତ୍ରଗୁଡ଼ିକର ଯାଞ୍ଚ ହେବ । ମାର୍ଚ୍ଚ ୨୪ ତାରିଖରେ ହେବ ମତଦାନ । ୨୬ ତାରିଖରେ ଭୋଟ ଗଣତି କରାଯିବ । ପୈ।ର…

ଚଳଚଞ୍ଚଳ ବିଏମ୍‌ସି ରାଜନୀତି: ବ୍ରହ୍ମପୁରରେ ୨୫୦ ବୁଥ୍ ହେବ

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଶେଷ ହେଉ ନହେଉଣୁ ତେଣେ ପୌର ନିର୍ବାଚନ ପାଇଁ ତତ୍ପରତା ବୃଦ୍ଧି ପାଇଲାଣି। ଗ୍ରୀଷ୍ମ ଋତୁ ଆରମ୍ଭ ହେବାର ଢେର ପୂର୍ବରୁ ହିଁ ପଞ୍ଚାୟତ ପରେ ପରେ ସହରାଞ୍ଚଳ ଭୋଟ ଲଢ଼େଇର ତାତିରେ ମାହୋଲ ଉଷ୍ମ ହେବାକୁ ଲାଗିଲାଣି। ରାଜ୍ୟର ତୃତୀୟ ମହାନଗର ନିଗମ…

ରୁଷ-ୟୁକ୍ରେନ ମାମଲାରେ ମାର୍ଚ୍ଚ ୭-୮ରେ ଅନ୍ତର୍ଜାତୀୟ କୋର୍ଟରେ ଶୁଣାଣି, ରୁଷରେ ନିଜର ସବୁ ଉତ୍ପାଦ ବିକ୍ରି ବନ୍ଦ କଲା…

ଆମଷ୍ଟରଡାମ୍: ରୁଷ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିଛି। ମଙ୍ଗଳବାର ରୁଷ କିଭ୍ ରେ ଥିବା ଟିଭି ଟାୱାରକୁ ଟାର୍ଗେଟ କରିଛି । ଏଥିରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ରୁଷ୍ ଉପରେ କଟକଣା ଧାରା ଜାରି ରହିଛି । ୟୁରୋପୀୟ ସଂଘ ରୁଷ ଉପରେ କଟକଣା ଲଗାଇଛି। ୟୁରୋପୀୟ ସଂଘ…

ପ୍ରଶଂସକଙ୍କ ଅସନ୍ତୋଷ ପରେ ନିଷ୍ପତ୍ତି ଵଦଳାଇଲା ବିସିସିଆଇ, କୋହଲିଙ୍କ ୧୦୦ ତମ ଟେଷ୍ଟରେ ୫୦ ପ୍ରତିଶତ ଦର୍ଶକଙ୍କୁ…

ମୁମ୍ବାଇ: ମାର୍ଚ୍ଚ ୪ ରୁ ମୋହାଲିର ପିସିଏ ଷ୍ଟାଡିୟମରେ ଆରମ୍ଭ ହେଉଥିବା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ପାଇଁ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ ବୋଲି ବିସିସିଆଇ କହିଛି। ଏହା ବିରାଟ କୋହଲିଙ୍କ ୧୦୦ ତମ ଟେଷ୍ଟ ହେବ। ସଚିନ ତେନ୍ଦୁଲକର (୨୦୦), ରାହୁଲ ଦ୍ରାବିଡ (୧୬୩),…

ଶିବରାତ୍ରିରେ ନିଷ୍ଠା ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼: ବରଗଡ଼ ଗାଇସୀମା ବରାଡ଼ ବାଲୁଙ୍କେଶ୍ୱର ପୀଠ ଠାରେ ପବିତ୍ର ମହା ଶିବରାତ୍ରି ଅବସରରେ ନିଷ୍ଠା ପରିବାର ଦ୍ବାରା ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିର କୁ ବରଗଡ ସଦର ଆଇଆଇସି ସ୍ଵପ୍ନାରାଣୀ ଗୋଚ୍ଛାୟତ ଓ ଗାଇସୀମା ଆୟୁର୍ବେଦିକ ଡାକ୍ତର ଅଜିତ ଦରଜି ମୁଖ୍ୟ…