ପଶ୍ଚିମବଙ୍ଗରେ ଜନ ସମର୍ଥନ ହରାଉଛି ବିଜେପି, ୬ ମାସରେ ୨୦ ପ୍ରତିଶତ କମିଲା ଭୋଟ୍ ସେୟାର

କୋଲକାତା: ପଶ୍ଚିମବଙ୍ଗରେ ବିଜେପି ଜନ ସମର୍ଥନ ହରାଉଛି । ଉଭୟ ନେତା ଓ ଜନତା ବିଜେପି ପ୍ରତି ବିମୁଖ ହେବାରେ ଲାଗିଛନ୍ତି । ଚଳିତ ବର୍ଷ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ୭୭ ଆସନ‌ ସହ ଦ୍ବିତୀୟ ବୃହତ୍ ଦଳ ଭାବେ ଉଭା ହୋଇଥିବା ବିଜେପି ଏବେ ରାଜ୍ୟରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ।…