ଓମିକ୍ରନ ୫ ଗୁଣ ଅଧିକ ବେଗରେ ବ୍ୟାପେ, ତିିନି ପରସ୍ତ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର- ରାଜ୍ୟରେ ଏ ଯାଏଁ ୪ ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ବେଳେ ଏ ନେଇ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଗୋଟିଏ ପରସ୍ତ ବଦଳରେ ତିନି ପରସ୍ତ ମାସ୍କ ବା ଏନ-୯୫ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି । ଓମିକ୍ରନର ସଂକ୍ରାମକ କ୍ଷମତା ତୀବ୍ର ଥିବାରୁ ଓ ୫ ଗୁଣ ଅଧିକ…

ରାଜ୍ୟରେ ୩୭ ଲକ୍ଷ ଲୋକ ନେଇନାହାନ୍ତି ପ୍ରଥମ ଡୋଜ୍ ଟିକା, ଜାନୁଆରୀ ୧୫ ସୁଦ୍ଧା ଦିଆଯିବାକୁ ଲକ୍ଷ୍ୟ

ଭୁବନେଶ୍ୱର- ରାଜ୍ୟରେ ଘରକୁ ଘର କୋଭିଡ ଟିକାକରଣ ଜାରି ରହିଛି । ଆଜି ସୁଦ୍ଧା ରାଜ୍ୟରେ ୪ କୋଟି ୮୨ ଲକ୍ଷରୁ ଅଧିକ ଟିକା ଦିଆଯାଇଥିବା ବେଳେ ୨ କୋଟି ୮୮ ଲକ୍ଷ ପ୍ରଥମ ଡୋଜ୍ ଦିଆଯାଇଛି, ଯାହା କି ୮୯ ପ୍ରତିଶତ । ୩୭ ଲକ୍ଷ ଲୋକ ପ୍ରଥମ ଡୋଜ୍ ଟିକା ଏ ଯାଏଁ ନେଇ ନ ଥିବା ବେଳେ ୩୧ ଲକ୍ଷ ଲୋକ…

ଦୁଇ ଡୋଜ୍ ନେବାର ତିନି ମାସ ପରେ କମି ଯାଉଛି କୋଭିଶିଲ୍ଡ ଟିକାର ପ୍ରଭାବ

ଲଣ୍ଡନ: ଦୁଇ ଡୋଜ୍ ନେବାର ତିନି ମାସ ପରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କୋଭିଡ୍ ଟିକାର ପ୍ରଭାବ କମିଯାଉଛି | ଲାନସେଟ୍ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଆଷ୍ଟ୍ରାଜେନେକା ଟିକାକୁ ନେଇ ଏଭଳି ଦାବି କରାଯାଇଛି | ବ୍ରାଜିଲ ଏବଂ ସ୍କଟଲ୍ୟାଣ୍ଡର ତଥ୍ୟର ସମୀକ୍ଷାରୁ ଜଣାପଡିଛି ଯେ…

ସବୁ ପଜିଟିଭ ମାମଲାର ଜିନୋମ ସିକ୍ୱେନସିଂ ହେବ : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଓମିକ୍ରନ ଆତଙ୍କ ମଧ୍ୟରେ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ସଂକ୍ରମଣ ରୋକିବା ପାଇଁ ଭିଡ ନିୟନ୍ତ୍ରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଓମିକ୍ରନର ପ୍ରଭାବ ଘାତକ ହୋଇ ନ ପାରେ ବୋଲି ଦୁଇଟି ଅଧ୍ୟୟନରୁ ଜଣାପଡିଛି ।…

ଭୁବନେଶ୍ୱରରେ ଚତୁର୍ଥ ଜାତୀୟ ପାରା ବ୍ୟାଡମିଂଟନ ଚାମ୍ପିଅନସିପ ଉଦଘାଟିତ

ଭୁବନେଶ୍ୱର- ଚତୁର୍ଥ ଜାତୀୟ ପାରା ବ୍ୟାଡମିଂଟନ ଚାମ୍ପିଅନସିପ ଭୁବନେଶ୍ୱରରେ ଉଦଘାଟିତ ହୋଇଛି । ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ତିନି ଦିନିଆ ପ୍ରତିଯୋଗିତାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ କ୍ରୀଡା ସଚିବ ଆର୍‌. ଭିନିଲ କ୍ରିଷ୍ଣା, ପିସିଆଇ ସଭାପତି ଦୀପା ମଲ୍ଲିକ ଓ ଅନ୍ୟ…

ଗୁଜରାଟ: କେମିକାଲ କମ୍ପାନୀରେ ବିସ୍ଫୋରଣ, ୪ ମୃତ, ୭ ଆହତ

ଅହମ୍ମଦାବାଦ: ଗୁଜୁରାଟର ଭଦୋଦରାସ୍ଥିତ ଏକ କମ୍ପାନୀରେ ବଏଲର ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୭ ଜଣ ଆହତ ହୋଇଛନ୍ତି । ଭଡସର ବ୍ରିଜ ନିକଟରେ ଅବସ୍ଥିତ ଏକ କେମିକାଲ କମ୍ପାନୀର ବଏଲର ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖ ଘରର କାଚ ଭାଙ୍ଗି ଯାଇଥିଲା | ବଏଲର…