ରାଜ୍ୟସଭା ସାଂସଦ ମହେନ୍ଦ୍ର ପ୍ରସାଦଙ୍କ ପରଲୋକ
ନୂଆଦିଲ୍ଲୀ: ଜନତା ଦଳ (ୟୁନାଇଟେଡ) ର ରାଜ୍ୟସଭା ସାଂସଦ ତଥା ଶିଳ୍ପପତି ମହେନ୍ଦ୍ର ପ୍ରସାଦଙ୍କ ପରଲୋକ ହୋଇଯାଇଛି। ସୋମବାର ଜେଡିୟୁ ଏହି ସୂଚନା ଦେଇଛି।
ମହେନ୍ଦ୍ର ପ୍ରସାଦ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସେ ବିହାରରୁ ସାତଥର ରାଜ୍ୟସଭାକୁ ଏବଂ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।…