ଇଂରାଜୀ ଦୈନିକ ‘ଦି ହିନ୍ଦୁ’ର ୨୦୨୧ ଅନର୍ସ ଲିଷ୍ଟରେ ଓଡିଶା ସରକାରଙ୍କ ‘ମିଲେଟ ମିଶନ’

ଭୁବନେଶ୍ୱର- ଓଡିଶା ସରକାରଙ୍କ ମାଣ୍ଡିଆ ମିଶନ ନୀତି ଆୟୋଗ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିବା ବେଳେ ଏବେ ଏହାକୁ ଆଉ ଏକ ସ୍ୱୀକୃତି ମିଳିଛି । ମାଲକାନଗିରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ମିଲେଟ ମିଶନ ଭାରତର ପ୍ରମୁଖ ଇଂରାଜୀ ଦୈନିକ ‘ଦି ହିନ୍ଦୁ’ର ୨୦୨୧ ଅନର୍ସ ଲିଷ୍ଟରେ ସ୍ଥାନ ପାଇଛି ।…

ବାତ୍ୟା ଜୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା

ଭୁବନେଶ୍ବର: ଚଳିତ ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ସଂଗଠିତ ହୋଇଥିବା ବାତ୍ୟା ଜୱାଦ ଦ୍ବାରା କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର…