୨୦୦୭ ଜାନୁଆରୀ ପହିଲାରୁ ଜନ୍ମିତ କିଶୋରମାନେ ହିଁ ଟିକା ପାଇଁ ଯୋଗ୍ୟ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର-୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ଯେ, ଯେଉଁମାନେ ୨୦୦୭ ଜାନୁଆରୀ ୧ ପୂର୍ବରୁ ଜନ୍ମ ହୋଇଥିବେ, ସେମାନେ ଟିକା ନେବା ପାଇଁ ଯୋଗ୍ୟ ହେବେ । ଟିକା ନେବା ପାଇଁ ଅନଲାଇନ ଓ ଅନସାଇଟ ପଂଜିକରଣ କରିପାରିବେ ।…