‘ଆଇସିସି ଟେଷ୍ଟ କ୍ରିକେଟର୍ ଅଫ୍ ଦି ଇୟର’ ପୁୁରସ୍କାର ଦୌଡ଼ରେ ଅଶ୍ୱିନ

ଦୁବାଇ: 'ଆଇସିସି ଟେଷ୍ଟ କ୍ରିକେଟର୍ ଅଫ୍ ଆୱାର୍ଡ' ପାଇଁ ଭାରତୀୟ ଦଳର ଷ୍ଟାର୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମନୋନୀତ କରାଯାଇଛି। ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇ ଅଶ୍ୱିନ୍ ବ୍ୟାଟ୍ସମ୍ୟାନଙ୍କ ପାଇଁ ଆତଙ୍କ ସୃଷ୍ଟି କରିଛନ୍ତି। ଆଇସିସି ସୂଚନା ଅନୁଯାୟୀ ଏହି…