ବିଦୁରଙ୍କ ଜନ୍ମ ରହସ୍ୟ

ଯମ ରାଜାଙ୍କୁ ମୃତ୍ୟୁର ଦେବତା କୁହାଯାଇଥାଏ l ଧାର୍ମିକ ମାନ୍ୟତା ଅନୁସାରେ ମନୁଷ୍ୟର ପ୍ରାଣ ଯିବାପରେ ଯମ ଦେବ ଅଟନ୍ତି ଯିଏ ମନୁଷ୍ୟର କର୍ମ ଅନୁସାରେ ଦଣ୍ଡ ଦେଇଥାନ୍ତି l ମୃତ୍ୟୁର ଦେବତାଙ୍କୁ ସମସ୍ତେ ଭୟ କରିଥାନ୍ତି l କିନ୍ତୁ ଏକଦା ଏହିପରି ହୋଇଥିଲା ସେ ବିଲକୁଲ ଯମଦେବଙ୍କୁ ଡରି ନଥିଲା l…