ବୁଷ୍ଟର ଡୋଜ୍ ପାଇଁ ୬୦ରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ମେଡିକାଲ୍ ସାର୍ଟିଫିକେଟ୍ ଦେଖାଇବାକୁ ପଡ଼ିବନି

ନୂଆଦିଲ୍ଲୀ: ୧୫ ରୁ ୧୮ ବର୍ଷ ବୟସର ପିଲାଙ୍କୁ ଜାନୁଆରୀ ୩ରୁ କରୋନା ଟିକା ଦିଆଯିବ | ଏହାସହ ଜାନୁଆରୀ ୧୦ରୁ ପୁରୁଣା ରୋଗରେ ପୀଡ଼ିତ ୬୦ରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ | ୬୦ରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ବୁଷ୍ଟର ଡୋଜ୍ ପାଇବା ପାଇଁ…

ବିଜେପିରେ ଯୋଗ ଦେଲେ ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆ

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆ ଆଜି ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ମୋଙ୍ଗିଆ ବିଜେପିରେ ଯୋଗ ଦେଇଛନ୍ତି । ବିଜେପିରେ ସାମିଲ ହୋଇ ସେ ଦେଶସେବା କରିବାକୁ ଚାହୁଁଛନ୍ତି ବୋଲି ମୋଙ୍ଗିଆ କହିଛନ୍ତି । ଦୀନେଶ ମୋଙ୍ଗିଆ ୧୭ ସେପ୍ଟେମ୍ବର ୨୦୧୯ରେ ସମସ୍ତ ପ୍ରକାର…

ଓମିକ୍ରନ୍ ଆତଙ୍କ: ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି, ସିନେମା ହଲ୍ ଓ ଶିକ୍ଷାନୁଷ୍ଠାନ ବନ୍ଦ; ୫୦ ପ୍ରତିଶତ କ୍ଷମତା ସହ…

ନୂଆଦିଲ୍ଲୀ: ଦିଲ୍ଲୀରେ ଓମିକ୍ରନ୍ ମାମଲା ବଢିବା ସହ ପୁଣି ଥରେ କଟକଣା ଫେରିଛି। କରୋନା ସଙ୍କଟ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଏକ ବୈଠକ କରି ୟେଲୋ ଆଲର୍ଟ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ଗ୍ରେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ ଅନ୍ତର୍ଗତ ଦିଲ୍ଲୀରେ…