କରୋନା ଗାଇଡଲାଇନ ଅନୁଯାୟୀ ୩୦ ରୁ ୨ ଯାଏ ସମଲେଇ ଦର୍ଶନ ବନ୍ଦ
ସମ୍ବଲପୁର: ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାଇ ଆସନ୍ତା ତା: ୩୦:୧୨:୨୦୨୧ ରୁ ୦୨: ୦୧: ୨୦୨୨ ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ମା ସମଲେଶ୍ବରୀ ମନ୍ଦିର ରେ ଭକ୍ତ ମାନଙ୍କର ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ଦିନ ମାନଙ୍କରେ ମା ସମଲେଶ୍ବରୀ ଙ୍କର ରୀତିନୀତି ଓ ପୂଜାର୍ଚ୍ଚନା ବିଧି ଅନୁସାରେ ପୂଜକ…