ସ୍ବାସ୍ଥ୍ୟ ବୀମା ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବୀମା ଯଦି ହୋଇଛି କ୍ଷତିପୂରଣ ଦେବାକୁ ମନା କରିପାରିବେ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କହିଛନ୍ତି ଯେ ଥରେ ବୀମାଭୁକ୍ତ ହେଲା ପରେ ବୀମା କମ୍ପାନୀ ପ୍ରୋପୋଜଲ ଫର୍ମରେ ଉଲ୍ଲେଖ କରାଯାଇଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଆଧାରରେ ବୀମାରାଶି ଦେବାକୁ ମନା କରିପାରିବେ ନାହିଁ। ଜଷ୍ଟିସ୍ ଡି ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍ ବିଭି ନାଗରତ୍ନା କହିଛନ୍ତି, ବୀମା…

୬ ପୋଲିସ ଅଧିକାରୀଙ୍କ ଆଇଡି, ଡିଆଇଜି ପଦବୀକୁ ପଦୋନ୍ନତି

ଭୁବନେଶ୍ୱର-ତିନି ପୋଲିସ ଅଧିକାରୀଙ୍କୁ ପଦୋନ୍ନଚି ଦେଇଛନ୍ତି ରାଜ୍ୟ ସରକାର । ଆଇପିଏସ ଦୀପକ କୁମାର, ଆଶିଷ କୁମାର ସିଂହ ଓ ସତ୍ୟବ୍ରତ ଭୋଇଙ୍କୁ ଆଇଜି ପାହ୍ୟାକୁ ଉନ୍ନୀତ କରାଯାଇଛି । ଏମାନେ ସମସ୍ତେ ୨୦୦୪ ବ୍ୟାଚ୍ ଅଧିକାରୀ । ସେମାନଙ୍କୁ କେଉଁଠି ଅବସ୍ଥାପିତ କରାଯିବ. ସେ ନେଇ ଗୃହ ବିଭାଗ…

ବାଘୁଣୀ ଖଇରିକୁ ଘରେ ପାଳିଥିବା ମହିଳା ନିହାର ନଳିନୀଙ୍କ ଦେହାନ୍ତ

କଟକ- ବାଘୁଣୀ ଖଇରିକୁ ଘରେ ଲାଳନପାଳନ କରି ବେଶ୍ ଚର୍ଚ୍ଚିତ ହୋଇଥିବା ସାହସୀ ମହିଳା ନିହାର ନଳିନୀ ସ୍ୱାଇଁଙ୍କ ମୃତ୍ୟୁ ହୋଇଛି । କଟକ ସହର ସିଦ୍ଧେଶ୍ୱର ସାହିଠାରେ ଥିବା ଆଶୀର୍ବାଦ ବୃଦ୍ଧା ଆଶ୍ରମରେ ଆଖି ବୁଜିଛନ୍ତି ନିହାରୀ ନଳିନୀ । ତାଙ୍କୁ ୮୮ ବର୍ଷ ହୋଇଥିଲା । ୧୯୭୪ ମସିହାରେ ନିହାର…