ଶ୍ରୀକ୍ଷେତ୍ରରେ ମହା କାର୍ତ୍ତିକ ବ୍ରତ ଆରମ୍ଭ

ଆମ ଶାସ୍ତ୍ରରେ କାର୍ତ୍ତିକ ମାସକୁ ଧର୍ମ ଓ ପୁଣ୍ୟ ମାସ ବୋଲି ବିବେଚନା କରାଯାଏ । ବାର ମାସ ଭିତରେ ଧର୍ମ ର ମାସ ବା ଶ୍ରେଷ୍ଠ ମାସ ହେଉଛି କାର୍ତ୍ତିକ ମାସ । ଏହି ମାସରେ ରଖାଯାଏ କାର୍ତ୍ତିକ ବ୍ରତ ବା ରାଧା ଦାମୋଦର ପୂଜା। ସମଗ୍ର ଭାରତରେ ଏହାକୁ ଏକମାସ ବ୍ୟାପି ପାଳନ କରିଥାନ୍ତି ବ୍ରତଧାରୀ…