ଲୁଧିଆନା କୋର୍ଟ ପରିସରରେ ବିସ୍ଫୋରଣ, ଦୁଇ ମୃତ

ଚଣ୍ଡିଗଡ଼: ଲୁଧିଆନା ଜିଲ୍ଲା କୋର୍ଟ ପରିସରରେ ଗୁରୁବାର ବିସ୍ଫୋରଣ ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଲୁଧିଆନା ଜିଲ୍ଲା କୋର୍ଟ ପରିସରର ଦ୍ୱିତୀୟ ମହଲାର ୱାଶରୁମରେ ଏହି ବିସ୍ଫୋରଣ ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ…