ପଙ୍କୋଦ୍ଧାର ଏକାଦଶୀ, ବର୍ଷରେ ଗୋଟିଏ ଦିନ ମିଳିଥାଏ ଶ୍ରୀକ୍ଷେତ୍ରରେ ଶ୍ରୀଲୋକନାଥଙ୍କ ଦର୍ଶନ
ଫାଲଗୁନ କୃଷ୍ଣ ଏକାଦଶୀକୁ ପଙ୍କୋଦ୍ଧାର ଏକାଦଶୀ ବା ବିଜୟା ଏକାଦଶୀ କୁହାଯାଏ । ଏହିବିଜୟା ଏକାଦଶୀ ବ୍ରତକଲେ ମଣିଷ ଶତ୍ରୁକୁ ବିଜୟ କରିପାରେ ବୋଲି ବିଶ୍ୱାସ ରହିଛି।ପୁରାଣ କଥା ଅନୁଯାୟୀ ସୀତା ହରଣବେଳେ ରାମଚନ୍ଦ୍ର ବାନରସେନା ସହ ସମୁଦ୍ରର ଉତ୍ତର ତୀରରେ ପହଞ୍ଚି ରାବଣପରି ବଳବାନ ଶତ୍ରୁ ଓ…