ମୁଖ୍ୟ ଶାସନ ସଚିବଙ୍କର ଯାଜପୁର ଜିଲ୍ଲା ଗସ୍ତ ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକର କ୍ଷେତ୍ରସ୍ତରୀୟ ନିରୀକ୍ଷଣ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଯାଜପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକର କ୍ଷେତ୍ରସ୍ତରୀୟ ଅଗ୍ରଗତି ନିରୀକ୍ଷଣକରିବା ସହ ପ୍ରକଳ୍ପଗୁଡ଼ିକର ବିଭିନ୍ନ ପର୍ଯ୍ୟାୟ କାମ ଏବଂ ପୂର୍ଣ୍ଣାଙ୍ଗ ନିମନ୍ତେ ସମୟ ସୀମା ନିର୍ଦ୍ଧାରଣ କରିଛନ୍ତି ।…

ମୋହିତ ଜୈନ ହେଲେ ‘ଇଣ୍ଡିଆନ୍ ନ୍ୟୁଜପେପର୍ ସୋସାଇଟି’ର ଅଧ୍ୟକ୍ଷ

ନୂଆଦିଲ୍ଲୀ: 'ଇଣ୍ଡିଆନ୍ ନ୍ୟୁଜପେପର୍ ସୋସାଇଟି(ଆଇଏନ୍ଏସ)' ୨୦୨୧-୨୨ ବର୍ଷ ପାଇଁ 'ଇକୋନୋମିକ୍ ଟାଇମ୍ସ'ର ମୋହିତ ଜୈନଙ୍କୁ ଏହାର ସଭାପତି ଭାବରେ ମନୋନୀତ କରିଛି। ଜୈନ ଶୁକ୍ରବାର ଏହି ପଦ ପାଇଁ ନିର୍ବାଚିତ ହୋଇଛନ୍ତି। ସେ 'ହେଲଥ ଆଣ୍ଡ ଆଣ୍ଟିସେପ୍ଟିକ୍'ର ଏଲ୍.ଏ ଆଡିମୋଲାମଙ୍କ ସ୍ଥାନ ନେବେ…