ରୋହିଣୀ କୋର୍ଟ ବ୍ଲାଷ୍ଟ ମାମଲାରେ ଗିରଫ ଡିଆରଡିଓ ବୈଜ୍ଞାନିକଙ୍କ ଜେଲରେ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ରୋହିଣୀ କୋର୍ଟରେ ବିସ୍ଫୋରଣ ଉଦ୍ୟମ କରି ଗିରଫ ହୋଇଥିବା ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ)ର ଜଣେ ବରିଷ୍ଠ ବୈଜ୍ଞାନିକ ପୋଲିସ ହାଜତରେ ହ୍ୟାଣ୍ଡ ଓ୍ବାଶ୍ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଧିକାରୀମାନେ ରବିବାର କହିଛନ୍ତି ଯେ ଅଭିଯୁକ୍ତ ଭରତ ଭୂଷଣ…

ଦାରିଙ୍ଗବାଡିରେ ପାରଦ ୪ ଡିଗ୍ରୀକୁ ଖସିଲା, ରାଜ୍ୟରେ ସର୍ବନିମ୍ନ

ଭୁବନେଶ୍ୱର- ରାଜ୍ୟର ଦାରିଙ୍ଗବାଡିରେ ଚଳିତ ଶୀତ ଋତୁର ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ କରାଯାଇଛି । ଓଡିଶାର କାଶ୍ମୀରରେ ତାପମାତ୍ର ୪ ଡିଗ୍ରୀ ସେଲସିୟସ ରହିଛି, ଯାହା ଚଳିତ ଋତୁର ସର୍ବନିମ୍ନ । ଆଗାମୀ ୩ରୁ ୪ ଦିନ ଯାଏଁ ଦାରିଙ୍ଗବାଡିରେ ପାରଦ ଆହୁରି ଖସିବ ବୋଲି ପାଣିପାଗ ବିଜ୍ଞାନ…

ଜାତୀୟ ଓଡିଶା ମହିଳା ଓ ପୁରୁଷ ରଗବୀ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର- ଜାତୀୟ ସିନିଅର ରଗବୀ ଚାମ୍ପିଅନସିପରେ ଓଡିଶା ମହିଳା ଦଳ ଚାମ୍ପିଅନ ହୋଇଛି । ଏଥିସହ ରାଜ୍ୟର ପୁରୁଷ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ଜାତୀୟ ପ୍ରତିଯୋଗିତାରେ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ରଗବୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ଏହି ସଫଳତା ପାଇଁ ସେ…

ରାଜ୍ୟର ଦୀର୍ଘତମ ସେତୁର ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ମହାନଦୀ ଉପରେ ରାଜ୍ୟର ଦୀର୍ଘତମ ସେତୁ –ସିଂହନାଥ ସେତୁୁର ଆଜି ଲୋକାର୍ପଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ସିଂହନାଥ ସେତୁ ବା ଟି ସେତୁର ଲୋକାର୍ପଣ କରିବେ । ଏହି ସେତୁଟି ବଡମ୍ବା-ଗୋପୀନାଥପୁରରୁ ସିଂହନାଥ ପୀଠ ଦେଇ ବାଙ୍କୀ ବୈଦେଶ୍ୱରକୁ ସଂଯୋଗ କରୁଛି । ଏହି…

ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ହେବ, ଓମିକ୍ରନ୍ ବିପଦ ନେଇ କହିଲେ ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଓମିକ୍ରନ୍ ବିପଦ ମଧ୍ୟରେ ଦେଶ ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ହେବା ଉଚିତ ବୋଲି ଏଆଇଏମ୍ଏସ୍ ମୁଖ୍ୟ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି। ଦେଶରେ ଓମିକ୍ରନ୍ ଭାରିଆଣ୍ଟ ସମେତ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଡକ୍ଟର ଗୁଲେରିଆ ଏହି ଚେତାବନୀ ଦେଇଛନ୍ତି।…

ଆଜିଠାରୁ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା’, ଅପହଂଚ ଅଂଚଳକୁ ହେଲିକପଟରରେ ଯିବେ ଡାକ୍ତରୀ ଦଳ, ଏୟାରଲିଫ୍ଟ ହେବେ…

ଭୁବନେଶ୍ୱର- ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ମହତ୍ତ୍ୱାକାଂକ୍ଷୀ ଯୋଜନା ଆଜିଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ଆଜିଠାରୁ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା’ । ଆଜି ଏହି ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନାରେ…