ଗୀତା ମାହାତ୍ମ୍ୟ: ସଂନ୍ୟାସ କର୍ମଯୋଗଶ୍ଚ ନିଶ୍ରେୟସକରାବୁଭୌ। ତୟୋସ୍ତୁ କର୍ମସନ୍ୟାସାତ୍ କର୍ମଯୋଗ ବିଶିଷ୍ୟତେ

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : - ସଂନ୍ୟାସ କର୍ମଯୋଗଶ୍ଚ ନିଶ୍ରେୟସକରାବୁଭୌ। ତୟୋସ୍ତୁ କର୍ମସନ୍ୟାସାତ୍ କର୍ମଯୋଗ ବିଶିଷ୍ୟତେ ହେ ଅର୍ଜ୍ଜୁନ ! କର୍ମସନ୍ୟାସ ଓ କର୍ମଯୋଗ ଏ ଉଭୟ…