ସ୍ବର୍ଣ୍ଣ ମନ୍ଦିରରେ ଅଘଟଣ: ଗୁରୁ ଗ୍ରନ୍ଥ ସାହିବଙ୍କୁ ଅପମାନ ଉଦ୍ୟମ କରୁଥିବା ଯୁବକକୁ ପିଟି ପିଟି ହତ୍ୟା, ତଦନ୍ତ…

ଅମୃତସର: ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଏକ ବଡ଼ ଅଘଟଣ ଘଟିଛି। ଅମୃତସରର ପ୍ରସିଦ୍ଧ ସ୍ବର୍ଣ୍ଣ ମନ୍ଦିରର ଦରବାର ସାହିବ (ଗର୍ଭଗୃହ)ରେ ବଳପୂର୍ବକ ପ୍ରବେଶ କରି ଗୁରୁ ଗ୍ରନ୍ଥ ସାହିବଙ୍କୁ ଅପମାନ କରିବାକୁ ଚେଷ୍ଟା କରିଥିବା ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏହି ଘଟଣାର…

ଭାରତରେ କାୟା ବିସ୍ତାର କରୁଛି ଓମିକ୍ରନ୍, ମୋଟ ମାମଲା ୧୪୩କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ ଓମିକ୍ରନ୍ ଧିରେ ଧିରେ କାୟା ବିସ୍ତାର କରିବାରେ ଲାଗିଛି । ଶନିବାର ଦିନ ଦେଶରେ ଓମିକ୍ରନ୍ ଭାରିଆଣ୍ଟର ୩୦ ନୂଆ ମାମଲା ରିପୋର୍ଟ ହୋଇଛି। ଏହାପୂର୍ବରୁ ଶୁକ୍ରବାର ଦିନ ୨୬ ଟି ନୂଆ ମାମଲା ରୁଜୁ ହୋଇଥିଲା। ଗତ ତିନି ଦିନ ହେଲା ଦେଶରେ ଓମିକ୍ରନ୍ ସଂକ୍ରମଣ ଗତି ବଢୁଛି ।…