ଭାରତକୁ ଶକ୍ତ ଧକ୍କା, ଆଘାତ ଯୋଗୁଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ରୋହିତ ବାଦ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆକୁ ଶକ୍ତ ଧକ୍କା ଲାଗିଛି । ଟି-୨୦ ପରେ ଦଳର ଦିନ ଦଳର ଅଧିନାୟକ ଭାବେ ନିଯୁକ୍ତ ରୋହିତ ଶର୍ମାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡିଛନ୍ତି। ଆହତ କାରଣରୁ ଟେଷ୍ଟ ଉପ-ଅଧିନାୟକ ରୋହିତଙ୍କୁ ସିରିଜରୁ ବାଦ୍…

ଓମିକ୍ରନ୍ ଯୋଗୁଁ ପ୍ରଥମ ମୃତ୍ୟୁ, ବ୍ରିଟେନରେ ଜଣେ ରୋଗୀଙ୍କ ମୃତ୍ୟୁ ନେଇ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସୂଚନା

ନୂଆଦିଲ୍ଲୀ: ଓମିକ୍ରନ୍ ଭାରିଆଣ୍ଟ ଯୋଗୁଁ ପ୍ରଥମ ମୃତ୍ୟୁ ମାମଲା ରିପୋର୍ଟ ହୋଇଛି । ବ୍ରିଟେନରେ ଜଣେ ଓମିକ୍ରନ୍ ରୋଗୀଙ୍କ ମୃତ୍ୟୁ ହୋଇଛି | ଓମିକ୍ରନ୍ କାରଣରୁ ମୃତ୍ୟୁର ଏହା ବିଶ୍ବର ପ୍ରଥମ ଘଟଣା | ବ୍ରିଟେନର ରାଜଧାନୀ ଲଣ୍ଡନରେ ୪୦% କରୋନା ମାମଲାରେ ଏହି ଷ୍ଟ୍ରେନ୍ ମିଳିଛି | ବ୍ରିଟିଶ…

କରୀନା କପୁର କରୋନା ପଜିଟିଭ୍

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଏବଂ ତାଙ୍କ ବାନ୍ଧବୀ ଅମୃତା ଆରୋରା କରୋନା ସଂକ୍ରମିତ ହୋଇଛନ୍ତି । ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଦୁହେଁ କ୍ବାରେଣ୍ଟାଇନରେ ଅଛନ୍ତି। ନିକଟରେ କରୀନା କପୁର ଭଉଣୀ କରିସ୍ମାଙ୍କ ସହ କରଣ ଜୋହରଙ୍କ ଘରେ ଏକ ପାର୍ଟିରେ ଯୋଗ ଦେଇଥିଲେ। ଫିଲ୍ମ…

ଦଶମ ଶ୍ରେଣୀ ଇଂରାଜୀ ପରୀକ୍ଷାରୁ ବିବାଦୀୟ ପ୍ରଶ୍ନ ହଟାଇଲା ସିବିଏସ୍ଇ, ପିଲାଙ୍କୁ ପୂର୍ଣ୍ଣ ମାର୍କ ଦିଆଯିବ

ନୂଆଦିଲ୍ଲୀ: ସୋମବାର ସିବିଏସ୍ଇ ଦଶମ ଶ୍ରେଣୀ ଇଂରାଜୀ ପରୀକ୍ଷାରୁ କିଛି ବିବାଦୀୟ ପ୍ରଶ୍ନ ହଟାଇ ଦେଇଛି ଏବଂ ଛାତ୍ରଛାତ୍ରୀଙ୍କୁ ପୂର୍ଣ୍ଣ ମାର୍କ ଦେବାକୁ ନିଷ୍ପତ୍ତି ନେଇଛି। କିଛି ପ୍ରଶ୍ନ "ଲିଙ୍ଗଗତ ରୁଢିବାଦିତା" କୁ ପ୍ରୋତ୍ସାହିତ କରୁଥିବା ଏବଂ "ରକ୍ଷଣଶୀଳ ଧାରଣା" କୁ ସମର୍ଥନ କରୁଥିବା…