ଗୀତା ମାହାତ୍ମ୍ୟ: ସହଯଜ୍ଞା ପ୍ରଜା ସୃଷ୍ଟ୍ୟ ପୁରୋବାଚ ପ୍ରଜାପତିଃ। ଅନେନ ପ୍ରସବିଷ୍ୟଧ୍ଵମେଷ ବୋଅସ୍ତିଷ୍ଟ କାମଧୁକ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : - ସହଯଜ୍ଞା ପ୍ରଜା ସୃଷ୍ଟ୍ୟ ପୁରୋବାଚ ପ୍ରଜାପତିଃ। ଅନେନ ପ୍ରସବିଷ୍ୟଧ୍ଵମେଷ ବୋଅସ୍ତିଷ୍ଟ କାମଧୁକ।। ହେ ଅର୍ଜୁନ !…