ଜମ୍ମୁ-କାଶ୍ମୀର: ଆତଙ୍କବାଦୀ ଆକ୍ରମଣରେ ଦୁଇ ପୋଲିସ କର୍ମଚାରୀ ସହିଦ୍
ଶ୍ରୀନଗର: ଜାମ୍ମୁ କାଶ୍ମୀରର ବାନ୍ଦିପୋରାର ଗୁଲଶାନ ଚୌକରେ ଆତଙ୍କବାଦୀଙ୍କୁ ଆକ୍ରମଣରେ ଦୁଇ ପୋଲିସ ସହିଦ ହୋଇଛନ୍ତି। ଜାମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ ଆତଙ୍କବାଦୀ ଆକ୍ରମଣରେ ମହମ୍ମଦ ସୁଲତାନ ଏବଂ ଫାୟାଜ ଅହମ୍ମଦ ନାମକ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଆତଙ୍କବାଦୀଙ୍କୁ ଖୋଜିବା…