ପରବର୍ତ୍ତୀ ସିଡିଏସ୍ କିଏ ? ଦୌଡ଼ରେ ଜେନେରାଲ ନରାବଣେ ଆଗରେ

ନୂଆଦିଲ୍ଲୀ: ସରକାର ଖୁବ୍ ଶୀଘ୍ର ପରବର୍ତ୍ତୀ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବେ । ଏହି ଶୀର୍ଷ ପଦବୀ ଦୌଡ଼ରେ ସେନା ମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରାବଣେ ସର୍ବାଗ୍ରେ ରହିଛନ୍ତି। ବୁଧବାର ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ବିପିନ…