ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପୁଟିନଙ୍କ ଘୋଷଣା, ୟୁକ୍ରେନ ଉପରେ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରିବ ରୁଷ୍,…

ମସ୍କୋ: ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷ୍ ମନ ବଳାଇ ସାରିଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗୁରୁବାର ଟେଲିଭିଜନ ମାଧ୍ୟମରେ ଦେଶକୁ ସମ୍ବୋଧନ କରି ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଘୋଷଣା କରିଛନ୍ତି । ପୁଟିନଙ୍କ ଘୋଷଣା ପରେ ଯୁଦ୍ଧ ଅବଶ୍ୟମ୍ଭାବୀ ହୋଇପଡିଛି । ରୁଷ୍ ପକ୍ଷରୁ ଆକ୍ରମଣ…

୧୦ ବର୍ଷ ପରେ ଭୋଟ ଦେଉଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ

ମାଲକାନଗିରି - ସ୍ୱାଭିମାନ ଅଞ୍ଚଳରେ ଦୀର୍ଘ ୧୦ ବର୍ଷ ପରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହେଉଛି । ଭୋଟ ବର୍ଜ୍ଜନ ପାଇଁ ନକ୍ସଲଙ୍କ ଧମକ ସତ୍ତ୍ୱେ କଡ଼ା ସୁରକ୍ଷାରେ ମତଦାନ ଚାଲିଛି । ୨ଟି ଜିଲ୍ଲା ପରିଷଦ ଜୋନ ଓ ପଞ୍ଚାୟତ ପାଇଁ ଚାଲିଛି ମତଦାନ । ଚିତ୍ରକୋଣ୍ଡା ବ୍ଲକର ୨ଟି ଜୋନ୍‌ରେ…

ଆଜି ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ଭୋଟ

ଭୁବନେଶ୍ୱର -ପଞ୍ଚମ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ୯୭୫ ସରପଞ୍ଚଙ୍କୁ ବାଛିବେ ୪୧ ଲକ୍ଷରୁ ଅଧିକ ଭୋଟର । ୧୩ ହଜାର ୫୧୪ ପୁଲିଂ ବୁଥ୍‌ରେ ମତଦାନ କରୁଛନ୍ତି ଭୋଟର । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ନିର୍ବାଚନ…

‘ବିଏସ୍‌କେୱାଇ’ରେ ଉପକୃତ ହେଲେ ଦୁଇ ରୋଗୀ

ବ୍ରହ୍ମପୁର: ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଜରିଆରେ ରାଜ୍ୟର ହଜାର ହଜାର ଦୁଃସ୍ଥ, ଗରିବ, ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିବିଶେଷ ଉପକୃତ ହେବାରେ ଲାଗିଛନ୍ତି। ଏହି ଯୋଜନା ଜରିଆରେ ସେମାନେ କେବଳ ଯେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ପାଇପାରୁ ନାହାନ୍ତି, ବରଂ ଜଟିଳ ବ୍ୟବସ୍ଥା…

ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଯମନିକ ତୀର୍ଥ ଶ୍ରୀଜମ୍ବେଶ୍ୱର ମନ୍ଦିର

ଜମ୍ବେଶ୍ୱର ମହାଦେବ ଦେଉଳ (ବା ଜମେଶ୍ୱର, ଯମେଶ୍ୱର, ଜମସର) ପୁରୀର ପାଞ୍ଚଗୋଟି ପ୍ରମୁଖ ଶୈବପୀଠ ମଧ୍ୟରୁ ଅନ୍ୟତମ । ଜମ୍ବେଶ୍ୱର ପଞ୍ଚୁପାଣ୍ଡବଙ୍କ ମଧ୍ୟରୁ ଅନ୍ୟତମ ଓ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ସଙ୍ଗେ ଚନ୍ଦନ ଯାତ ବେଳେ ନରେନ୍ଦ୍ରକୁ ଚାପଖେଳ କରି ଯାଆନ୍ତି । ସ୍ଥାନୀୟ…

ଗୀତା ମାହାତ୍ମ୍ୟ: ତସ୍ମାଦଜ୍ଞାନସମ୍ଭୁତଂ ହୃତସ୍ଥମ ଜ୍ଞାନସୀନାତ୍ମାନଃ। ଛିତୈନଂ ସଂଶୟମ ଯୋଗମାତିଷ୍ଠତ୍ବିଷ୍ଠା ଭାରତ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି : - ତସ୍ମାଦଜ୍ଞାନସମ୍ଭୁତଂ ହୃତସ୍ଥମ ଜ୍ଞାନସୀନାତ୍ମାନଃ। ଛିତୈନଂ ସଂଶୟମ ଯୋଗମାତିଷ୍ଠତ୍ବିଷ୍ଠା ଭାରତ।। ହେ ଅର୍ଜ୍ଜୁନ ! ତୁମେ ବିବେକ ଜ୍ଞାନ ରୂପକ ତରବାରି ଦ୍ୱାରା ହୃଦୟ ରେ ରହିଥିବା ନିଜର…