ପୂର୍ବତଟ ରେଳବାଇର ନୂଆ ନିୟମ : ଟ୍ରେନରେ ଉଚ୍ଚ ସ୍ୱରରେ କଥା ହେବା ମନା

ଭୁବନେଶ୍ୱର - ପୂର୍ବତଟ ରେଳବାଇର ନୂଆ ନିୟମ । ସହଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଟ୍ରେନ୍‌ରେ ଉଚ୍ଚ ସ୍ବରରେ ଫୋନ୍‌ରେ କଥା ହେବା ଏଣିକି ମନା ହେବ । ଉଚ୍ଚ ସ୍ବରରେ ସ୍ପିକର ବା ମୋବାଇଲ୍‌ରେ ଗୀତ ଶୁଣିବା ଓ ଫିଲ୍ମ ଦେଖିବା ମନା କରାଯିବ । ରାତି ୧୦ଟା ପରେ ଟ୍ରେନ ବଗିରେ କେବଳ ଲାଗିବ ଫୋକସ…

କୋରୋନା କମିଛି, ସଂକ୍ରମଣ ପରବର୍ତ୍ତୀ ଜଟିଳତା ବଢୁଛି

ଭୁବନେଶ୍ୱର- ରାଜ୍ୟରେ କୋଭିଡ୍ ସଂକ୍ରମଣ ଏବେ ଦୈନିକ ୫ଶହ ତଳକୁ ରହିଥିଲେ ମଧ୍ୟ ବିପଦ ଯାଇନାହିଁ । କୋଭିଡ୍ ସଂକ୍ରମଣ ପରବର୍ତ୍ତୀ ଜଟିଳତା ଦେଖା ଦେଉଥିବାରୁ ସେଥିପ୍ରତି ସତର୍କ ରହିବାକୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ନିଶ୍ଚେତକ ବିଭାଗ ମୁଖ୍ୟ ଡାକ୍ତର ନିବେଦିତା ପାଣି ପରାମର୍ଶ…