ମହାରାଷ୍ଟ୍ରରେ ଆଉ ଦୁଇ ଓମିକ୍ରନ ରୋଗୀ ଚିହ୍ନଟ, ଦେଶରେ ମୋଟ ମାମଲା ୨୩କୁ ବୃଦ୍ଧି

ମୁମ୍ବାଇ: ମହାରାଷ୍ଟ୍ରରେ ଆଉ ଦୁଇ ଜଣ ଲୋକ କରୋନାର ଓମିକ୍ରନର ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି। ମହାରାଷ୍ଟ୍ରରେ ଓମିକ୍ରନ୍ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦଶକୁ ବୃଦ୍ଧି ପାଇଥିବାବେଳେ ଦେଶରେ ଏହି ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ଏଥିସହିତ, ଦିଲ୍ଲୀର ଏଲଏନଜେପି ହସ୍ପିଟାଲର…

ଗଜପତି ଜିଲ୍ଲା ନୂଆଗଡ ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର- ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ନୂଆଗଡ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ତାଙ୍କର ନୂଆଗଡ ସ୍ଥିତ ସରକାରୀ କାର୍ଯ୍ୟାଳୟ, ବାସଭବନ, ପାରଳାଖେମୁଣ୍ଡିର ଗାନ୍ଧିନଗରରେ ଥିବା ଭଡାଘର ଏବଂ ଗୋଷାଣୀ ବ୍ଲକ ହରିଶ୍ଚନ୍ଦ୍ରପୁର ସ୍ଥିତ ପୈତୃକ…