Chris Cuomo fired by CNN

Los Angeles:  American TV journalist Chris Cuomo has been fired from CNN in the wake of revelations that he had helped his brother, former New York Governor Andrew Cuomo, while he faced multiple accusations of sexual harassment, doing so in…

ରାଜ୍ୟରେ ଆଉ ୧୮୯ କୋରୋନା ପଜିିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୮୯ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୧୩ ଓ ସ୍ଥାନୀୟ ଅଞ୍ଚଳରୁ ୭୬ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ୍କଙ୍କ ସଂଖ୍ୟା ୨୫ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ୮୩, ଯାଜପୁରରୁ ୧୪, ମୟୂରଭଞ୍ଜରୁ ୧୩,…

ନାଗାଲାଣ୍ଡ: ସେନା ଅପରେସନରେ ୧୧ ସାଧାରଣ ନାଗରିକଙ୍କ ମୃତ୍ୟୁ, ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଗୌହାଟୀ: ମିଆଁମାର ସୀମାବର୍ତ୍ତୀ ନାଗାଲାଣ୍ଡର ମୋନ୍ ଜିଲ୍ଲାର ଓଟିଙ୍ଗ ଗ୍ରାମରେ ସୁରକ୍ଷା ବାହିନୀ ଅପରେସନରେ ୧୧ ସାଧାରଣ ନାଗରିକ ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ନାଗରିକଙ୍କ ମୃତ୍ୟୁକୁ ସେନା ଦୁର୍ଭାଗ୍ୟଜନକ ବୋଲି କହିବା ସହ ଗଭୀର ଦୁଃଖ ପ୍ରକାଶ କରିଛି ।…

୬୮ ବୋଟକୁ ଆଶ୍ରୟ ଦେଲା ଗଞ୍ଜାମ ଜିଲ୍ଲା ପ୍ରଶାସନ

ଛତ୍ରପୁର: ସମ୍ଭାବ୍ୟ ବାତ୍ୟା ଦୃଷ୍ଟିରୁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ପରାମର୍ଶ ଦେଇଥିଲେ। ଯେଉଁମାନେ ସମୁଦ୍ର ଭିତରକୁ ଯାଇଥିଲେ ସେମାନଙ୍କୁ ମଧ୍ୟ ଯଥାଶୀଘ୍ର ଫେରି ଆସିବା ପାଇଁ ପରାମର୍ଶ ଦିଆଯାଇ ଥିଲା। ପ୍ରଶାସନ କଥା ଶୁଣି…