ଭିଜିଲାନ୍ସ ଜାଲରେ ଜମନକିରା ଲ୍ୟାମ୍ପସ ଏମ୍‌ଡି, ଚଢାଉ ବେଳେ ମିଳିଲା ୨ ଲକ୍ଷରୁ ଅଧିକ ଟଙ୍କା, ୪ଟି ଚାରିଚକିଆ ଯାନ

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜମନକିରା ଲ୍ୟାମ୍ପସ ଏମଡି ଫଣୀନ୍ଦ୍ର ସାହୁଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଜମନକିରା ଅଫିସ, ପୈତୃକ ଗାଁ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିିଛି । ଫଣୀନ୍ଦ୍ରଙ୍କ ସମ୍ବଲପୁର…