ରାଜ୍ୟରେ ୨୩୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨୩୭ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୩୯ ଓ ସ୍ଥାନୀୟ ଅଞ୍ଚଳରୁ ୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୯ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩, କଟକରୁ ୧୯,…

ବିଧାନସଭାର ଶୀତ ଅଧିବେଶନ ଆରମ୍ଭ, ଦିବଂଗତ ସଦସ୍ୟ ଓ କୋରୋନା ଯୋଦ୍ଧାଙ୍କ ପାଇଁ ଉଦ୍ଦେଶ୍ୟରେ ଶୋକ, ୫ଟା ଯାଏଁ ଗୃହ…

ଭୁବନେଶ୍ୱର- ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଦିବଂଗତ ସଦସ୍ୟ ଓ କୋରୋନା ଯୋଦ୍ଧାଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକ ପ୍ରସ୍ତାବ ଗୃହୀତ ହେଲା ପରେ ଗୃହକୁ ଅପରାହ୍ନ ୫ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ…

କରୋନା ଅପଡେଟ୍: ଦେଶରେ ଆଉ ୮୯୫୪ ସଂକ୍ରମିତ ଚିହ୍ନଟ, ଲକ୍ଷେ ତଳକୁ ଖସିଲା ସକ୍ରିୟ ମାମଲା

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ବିପଦ ମଧ୍ୟରେ ଆଜି ସମଗ୍ର ଦେଶରେ ପ୍ରାୟ ୯ ହଜାର କରୋନା ମାମଲା ସାମ୍ନାକୁ ଆସିଛି । ​​କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୯୫୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ୨୬୭ ରୋଗୀଙ୍କର…

ବଙ୍ଗୋମୁଣ୍ଡା ଆଇଆଇସିଙ୍କଠାରୁ ପ୍ରାୟ ୬ ଲକ୍ଷ ଟଙ୍କା ଜବତ

ବଙ୍ଗୋମୁଣ୍ଡା – ଭିଜିଲାନ୍ସ ଜାଲରେ ଧରାପଡିଥିବା ବଙ୍ଗୋମୁଣ୍ଡା ଆଇଆଇସି ବିନୋଦ ବିହାରୀ ନାୟକଙ୍କ ଘରୁ ୩ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି । ଗତକାଲି ଆଇଆଇସିଙ୍କୁ ୨ ଲକ୍ଷ ୬ ହଜାର ୨୨୦ ଟଙ୍କା ସହ ଧରିଥିଲା ଭିଜିଲାନ୍ସ । ଚଢାଉରେ ଏ ଯାବତ ମୋଟ ୫ ଲକ୍ଷ ୮୬ ହଜାର ଟଙ୍କା ଜବତ ହୋଇଛି । ଆଜି…

ଏଲପିଜି ସିଲିଣ୍ଡର ମୂଲ୍ୟ ୧୦୦ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ଉପରେ ଦରବୃଦ୍ଧିର ପ୍ରଭାବ ବଢ଼ିବାରେ ଲାଗିଛି | ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ପୁଣି ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି | ଆଜିଠାରୁ ଗ୍ୟାସ୍ ସିଲିଣ୍ଡର ୧୦୦ ଟଙ୍କା ମହଙ୍ଗା ହୋଇଛି | ଗତ ମାସରେ ସିଲିଣ୍ଡର ମୂଲ୍ୟ ୨୬୬ ଟଙ୍କା ବୃଦ୍ଧି ହୋଇଥିଲା…