ଆଜିଠାରୁ ଲାଗୁ ହେଲା ଡିସେମ୍ବର କୋରାନା ଗାଇଡଲାଇନ, ଜିରୋ ନାଇଟ ସେଲିବ୍ରେସନ ମନା

ଭୁବନେଶ୍ୱର- ଡିସେମ୍ବର କୋରୋନା ଗାଇଡଲାଇନ ଆଜିଠାରୁ ରାଜ୍ୟରେ ଲଗୁ ହୋଇଛି । ଏଥର ନୂଆବର୍ଷର ସ୍ୱାଗତ ପାଇଁ ବିଭିନ୍ନ ହୋଟେଲ, ରେଷ୍ଟୁରାଂଟ, କ୍ଲବ୍ ଓ ଅନ୍ୟ ସର୍ବସାଧାରଣ ସ୍ଥାନରେ ହେବାକୁ ଥିବା ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଜାରି କରାଯାଇଛି । ଭିଡ ଯୋଗୁଁ କୋରୋନା ସଂକ୍ରମଣ…

ଭଦ୍ରକ ବରପଦାରେ ଦୁଇ କୁଖ୍ୟାତ ଲୁଟେରାଙ୍କୁ ପୋଲିସର ଏନକାଉଣ୍ଟର, ଆଉ ୪ କାବୁ

ଭଦ୍ରକ-ଭଦ୍ରକ ଜିଲ୍ଲା ବରପଦା ନିକଟରେ ପୋଲିସ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର କରିଛି । ସେମାନେ ଆହତ ହୋଇଛନ୍ତି । ବିଭିନ୍ନ ଲୁଟ ଘଟଣାରେ ସଂପୃକ୍ତ ଥିଲେ ଦୁଇ ଅପରାଧୀ । ସେମାନେ ହେଲେ ବାଲେଶ୍ୱର ଜିଲ୍ଲା ସୋର ଅଂଚଳର ପ୍ରହ୍ଲାଦ ଦାସ ଓ ନୀଳଗିରି ଅଂଚଳର ସୁଶାନ୍ତ ମଲ୍ଲିକ । ପୋଲିସ ସେମାନଙ୍କୁ…