ଜୁନିଅର ବିଶ୍ୱକପ୍ ହକିରେ ଆଜି ଖେଳାଯିବ କ୍ୱାର୍ଟର ଫାଇନାଲ୍ , ସଂଧ୍ୟାରେ ବେଲଜିୟମ ସହ ଭାରତର ମୁକାବିଲା

ଭୁବନେଶ୍ୱର – କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିଅର ବିଶ୍ୱକପ୍ ହକି ପ୍ରତିଯୋଗିତାରେ ଆଜି ସମସ୍ତ କ୍ୱାର୍ଟର ଫାଇନାଲ ଖେଳାଯିବ । ଡିଫେଣ୍ଡିଂ ଚାମ୍ପିଅନ ଭାରତ, ବେଲଜିୟମକୁ ଭେଟିବ । ଏହି ମ୍ୟାଚ ସଂଧ୍ୟା ସାଢେ ୭ଟାରେ ଖେଳାଯିବ । ଭାରତ ନିଜ ଗ୍ରୁପରେ ରନର୍ସଅପ୍ ହୋଇ କ୍ୱାର୍ଟର ପର୍ଯ୍ୟାୟକୁ…

ଆଜିଠୁ ବିଧାନସଭାର ଶୀତ ଅଧିବେଶନ, ଅପରାହ୍ନରେ ଆଗତ ହେବ ୨୦୨୧-୨୨ ବର୍ଷର ଅତିରିକ୍ତ ବଜେଟ

ଭୁବନେଶ୍ୱର- ଆଜିଠାରୁ ଆରମ୍ଭ ହେଉଛି ଷୋଡଶ ବିଧାନସଭାର ଅଷ୍ଟମ ଅଧିବେଶନ । ଏହି ଶୀତକାଳୀନ ଅଧିବେଶନ ବେଶ୍ ସରଗରମ ହେବା ଆଶା କରାଯାଉଛି । ବିରୋଧୀ ବିଜେପି ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଥିବା ବେଳେ ଶାସକ ଦଳ ମଧ୍ୟ ମୁକାବିଲା ପାଇଁ…

ଭଗବାନ ଶ୍ରୀକୃଷ୍ଣଙ୍କ ଅନ୍ୟଏକ ନାମ ହେଉଛି ରଣଛୋଡଜୀ ! ଏପରି ନାମକରଣ ର କାରଣ କଣ ?

ଭଗବାନ ଶ୍ରୀକୃଷ୍ଣଙ୍କ ରହିଛି ଅନେକ ନାମ।ସିଏ ହେଉଛନ୍ତି ପୂର୍ଣ୍ଣ ପୁରୁଷୋତ୍ତମ। ତାଙ୍କ ଇଚ୍ଛାରେ ଏ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ପରିଚାଳିତ। ତାଙ୍କର ପ୍ରତ୍ୟେକଟି ମାନବୀୟ ଲୀଳା ଥିଲା ବଡ଼ ବିଚିତ୍ର।ସମସ୍ତ ସମର୍ଥବାନ ଏହି ଭଗବାନ କିନ୍ତୁ ଏଭଳି ଏକ ସମୟ ଆସିଥିଲା ଯେତେବେଳେ ଶ୍ରୀକୃଷ୍ଣଙ୍କୁ…

ଗୀତା ମାହାତ୍ମ୍ୟ: ଏଷା ବ୍ରାହ୍ମୀ ସ୍ଥିତି ପାର୍ଥ ନୈନାଂ ପ୍ରାପ୍ୟ ବିମୁହ୍ୟତି। ସ୍ଥିତାସ୍ୟାମନ୍ତ କାଳେଅପି…

ଏଷା ବ୍ରାହ୍ମୀ ସ୍ଥିତି ପାର୍ଥ ନୈନାଂ ପ୍ରାପ୍ୟ ବିମୁହ୍ୟତି। ସ୍ଥିତାସ୍ୟାମନ୍ତ କାଳେଅପି ବ୍ରହ୍ମନିର୍ବାଣ ମୃଛତି।। ହେ ଅର୍ଜୁନ ! ଏହା ହେଉଛି ବ୍ରହ୍ମଙ୍କୁ ପ୍ରାପ୍ତ ହୋଇଥିବା ପୁରୁଷଙ୍କ ସ୍ଥିତି। ଏହାକୁ ପ୍ରାପ୍ତ ହୋଇ ଯୋଗୀ କେବେହେଲେ ମୋହିତ ହୁଅନ୍ତି ନାହିଁ। ଏବଂ ଅନ୍ତ କାଳରେ ମଧ୍ୟ ଏହି…