ଆସନ୍ତା ୯ ଘଣ୍ଟାରେ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା, ୪୮ ଘଣ୍ଟାରେ ଅବପାତରେ ପରିଣତ ନେଇ ପୂର୍ବାନୁମାନ

ଭୁବନେଶ୍ୱର- ଆସନ୍ତା ୯ ଘଣ୍ଟାରେ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟାରେ ବଙ୍ଗୋପସାଗରରେ ଏହା ଅବପାତର ରୂପ ନେବ । ଡିସେମ୍ବର ୩ ରାତି ବା ୪ ତାରିଖ ସକାଳେ ଏହା ବାତ୍ୟାରେ ପରିଣତ ହୋଇପାରେ । ଏହାର ପ୍ରଭାବରେ ଡିସେମ୍ବର ୩ ତାରିଖ ସଂଧ୍ୟାରୁ…

ଠକେଇ ମାମଲାରେ ବନ୍ଧା ହେଲେ ଭିଡିଏସ ଇଣ୍ଡିଆ ନିର୍ଦ୍ଦେଶକ ଅରବିନ୍ଦ କୁମାର

ଭୁବନେଶ୍ୱର- ବେଆଇନ ଅର୍ଥ କାରବାର ଓ ଠକେଇ ମାମଲାରେ ଭିଡିଏସ ଇଣ୍ଡିଆ ନିର୍ଦ୍ଦେଶକ ଅରବିନ୍ଦ କୁମାରଙ୍କୁ ଗିରଫ କରାଯାଇଛି । କ୍ରାଇନବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ଅରବିନ୍ଦ କୁମାରଙ୍କୁ ଗିରଫ କରିଛି । ହଂକଂର ମଲଟି ଲେବେଲ ମାର୍କେଟିଂ ସଂସ୍ଥା କ୍ୟୁ-ନେଟ୍‌ର ଫ୍ରାଞ୍ଚାଇଜ୍ ଆଣିଥିଲେ…

ସାଂସଦଙ୍କ ନିଲମ୍ବନକୁ ନେଇ ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ, ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ: ରାଜ୍ୟସଭାରୁ ୧୨ ଜଣ ସାଂସଦଙ୍କୁ ନିଲମ୍ୱିତ କରିବାର ଦିନକ ପରେ ଆଜି ସଂସଦର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ସାଂସଦଙ୍କ ଉପରୁ ନିଲମ୍ବନ ଉଠିବ ନାହିଁ ବୋଲି ରାଜ୍ୟସଭା ଅଧ୍ୟକ୍ଷ ମନା‌କରିବା ପରେ ବାରୋଧୀ ଦଳ ଉଭୟ ଗୃହରୁ ଓ୍ବାକ୍ ଆଉଟ୍ କରିଛନ୍ତି । ସାଂସଦଙ୍କ…