ଦକ୍ଷିଣ ଆଫ୍ରିକାକୁ ଟିମ୍ ପଠାଇବା ପୂର୍ବରୁ ବିସିସିଆଇକୁ ସରକାରଙ୍କ ପରାମର୍ଶ ନେବାକୁ ପଡ଼ିବ: ଅନୁରାଗ ଠାକୁର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାକୁ କ୍ରିକେଟ୍ ଟିମ୍ ପଠାଇବା ପୂର୍ବରୁ ବିସିସିଆଇ ସରକାରଙ୍କ ସହିତ ପରାମର୍ଶ କରିବା ଉଚିତ ବୋଲି ଶନିବାର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି । ଦକ୍ଷିଣ ଆଫ୍ରିକାରେ କୋଭିଡ୍-୧୯ ର ଏକ ନୂଆ ଭାରିଆଣ୍ଟ ମିଳିବା ପରେ ବିଶ୍ୱ…

ବାଲୁଗାଁ ଦୁର୍ଘଟଣା ଚିକିତ୍ସାଧୀନଙ୍କୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି

ବ୍ରହ୍ମପୁର: ଶନିବାର ଭୋରରେ ବାଲୁଗାଁ - ବାଣପୁର ନିକଟରେ ପିକନିକ ଗାଡ଼ି ଦୁର୍ଘଟଣାରେ ପ୍ରାୟ ୬ ଜଣ ଗୁରୁତର ବା ସାମାନ୍ୟ ଆହତ ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣା ଖବର ପାଇବା ପରେ ବ୍ରହ୍ମପୁର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ…

କାନପୁର ଟେଷ୍ଟ: ନ୍ୟୁଜିଲାଣ୍ଡ ୨୯୬ ରନରେ ଅଲ୍ଆଉଟ୍, ଭାରତକୁ ୪୯ ରନର ଲିଡ୍

କାନପୁର: ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଇନିଂସ୍ ଅଗ୍ରଣୀ ହାସଲ କରିଛି | ଶନିବାର ତୃତୀୟ ଦିନରେ କିୱି ଦଳ ପ୍ରଥମ ଇନିଂସରେ ୨୯୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। ପ୍ରଥମ ଇନିଂସ ଆଧାରରେ ଭାରତ ୪୯ ରନର ଅଗ୍ରଣୀ ହାସଲ କରିଛି। ଭାରତ ପକ୍ଷରୁ…

ବାଲୁଗାଁ ପିକ୍ ନିକ୍ ଗାଡି ଦୁର୍ଘଟଣା: ତିନି ମୃତକଙ୍କ ଆତ୍ମୀୟଙ୍କ ପାଇଁ ଦୁଇ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ…

ଭୁବନେଶ୍ୱର: ଗଞ୍ଜାମ ରୁ ପିକନିକ ଯାଉଥିବା ଏକ ଗାଡ଼ି ବାଲୁଗାଁ ଠାରେ ଦୁର୍ଘଟଣା ଗ୍ରସ୍ତ ହେଇଥିବା ଏବଂ ଏଥିରେ ରଙ୍ଗେଇଲୁଣ୍ଡା ଅଞଳର ତିନି ଜଣ ଛାତ୍ର ଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ମାନଙ୍କୁ ଗଭୀର ସମବେଦନା…

ବେଙ୍ଗାଲୁରୁରୁ ପାଟଣା ଯାଉଥିବା ବିମାନର ନାଗପୁରରେ ଜରୁରୀ ଅବତରଣ ​​

ନାଗପୁର: ବେଙ୍ଗାଲୁରୁରୁ ପାଟଣା ଅଭିମୁଖେ ଯାଉଥିବା ଗୋଏୟାର ର ଏକ ବିମାନ ଇଞ୍ଜିନ ସମସ୍ୟା ଯୋଗୁଁ ଶନିବାର ସକାଳେ ନାଗପୁର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ଏହି ବିମାନରେ ୧୩୯ ଜଣ ଲୋକ ଥିଲେ | ସୂଚନା ଅନୁଯାୟୀ, ଏହି ବିମାନ ସକାଳ ୧୧:୧୫ରେ ନାଗପୁର ବିମାନବନ୍ଦରରେ ନିରାପଦରେ ଅବତରଣ…