ଆୟ ବହିର୍ଭୂତ ସଂପତ୍ତି ମାମଲାରେ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଋଷିନାଥ ବରାଳ ଗିରଫ

ନୟାଗଡ - ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଫସିଥିବା ନୟାଗଡ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଋଷିନାଥ ବରାଳ ଗିରଫ ହୋଇଛନ୍ତି । ଏହି ମାମଲାରେ ଗୁରୁବାର ଋଷିନାଥଙ୍କ ୪ଟି ଠିକଣାରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ । ତାଙ୍କର ମୋଟ ୨ ଦଶମିକ ୭ କୋଟି ଟଙ୍କାର…

ମହିଳା ସହକର୍ମୀଙ୍କୁ ଅଶ୍ଲୀଳ ମେସେଜ୍ ପଠାଇ ଫସିଲେ ଟିମ୍ ପେନ୍, ଟେଷ୍ଟ ଅଧିନାୟକ ପଦରୁ ଦେଲେ ଇସ୍ତଫା

ସିଡନୀ: ଇଂଲଣ୍ଡ ବିପକ୍ଷ ସମ୍ମାନଜନକ ଆଶେସ୍ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆକୁ ଏକ ବଡ଼ ଝଟକା ଲାଗିଛି। ଜଣେ ମହିଳାଙ୍କୁ ଅଶ୍ଲୀଳ ମେସେଜ୍ ପଠାଇ ବିବାଦରେ ଫସିବା ପରେ ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଟିମ୍ ପେନ୍ । ଏକ ସାମ୍ବାଦିକ ସମ୍ମିଳନୀରେ ପେନ୍ ଏହି ସୂଚନା…