ଗୀତା ମାହାତ୍ମ୍ୟ: ଶ୍ରଦ୍ଧାବାନ ଲଭତେ ଜ୍ଞାନଂ ତତ୍ପରେ ସଂଯତେନ୍ଦ୍ରିୟଃ ଜ୍ଞାନଂ ଲଵଧ୍ବ ପରଂ ଶାନ୍ତି ମଚିରେଣାଧି ଗଛତି।।
ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି : -
ଶ୍ରଦ୍ଧାବାନ ଲଭତେ ଜ୍ଞାନଂ ତତ୍ପରେ ସଂଯତେନ୍ଦ୍ରିୟଃ
ଜ୍ଞାନଂ ଲଵଧ୍ବ ପରଂ ଶାନ୍ତି ମଚିରେଣାଧି ଗଛତି।।
ହେ ଅର୍ଜ୍ଜୁନ ! ଜିତେନ୍ଦ୍ରିୟ, ସାଧନା ପରାୟଣ ଏବଂ ଶ୍ରଦ୍ଧାବାନ ପୁରୁଷ ଜ୍ଞାନପ୍ରାପ୍ତ…