ଶ୍ରୀକ୍ଷେତ୍ରର ଐତିହ୍ୟ ଦରିଆ ମହାବୀର

ଶ୍ରୀଜଗନ୍ନାଥ ମହାପ୍ରଭୁ ଲୀଳାମୟ l ତାଙ୍କ ଲୀଳା ବଡ଼ ବିଚିତ୍ର l ଶ୍ରୀକ୍ଷେତ୍ର, ମହୋଦଧି କୂଳରେ ଥିବା ହେତୁ ବହୁ ସମୟରେ ଭୟଙ୍କର ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହୋଇଥାଏ l କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼ି ଥାଏ ଯେ ସମୁଦ୍ର କେବେହେଲେ କୂଳ ଲଙ୍ଘନ କରି ସହର ମଧ୍ୟକୁ ପ୍ରବେଶ କରେ ନାହିଁ…

ଗୀତା ମାହାତ୍ମ୍ୟ: ଇନ୍ଦ୍ରିୟାଣାଂ ହି ଚରତାଂ ଜନ୍ମନୋଅନୁ ବିଧିୟତେ। ତଦସ୍ୟ ହରତି ପ୍ରଜ୍ଞାମ ବାୟୁରନାବମିବାମ୍ଭସି ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: - ଇନ୍ଦ୍ରିୟାଣାଂ ହି ଚରତାଂ ଜନ୍ମନୋଅନୁ ବିଧିୟତେ। ତଦସ୍ୟ ହରତି ପ୍ରଜ୍ଞାମ ବାୟୁରନାବମିବାମ୍ଭସି ।। ହେ ଅର୍ଜୁନ ! ବାୟୁ ଯେପରି ଜଳରେ ଚାଲୁଥିବା ନୌକା କୁ ହରଣ କରିନିଏ, ବିଷୟରେ ବିଚରଣ…

ଜୁନିୟର ହକି ବିଶ୍ୱକପରେ ଭାରତର ପ୍ରଥମ ବିଜୟ, କାନାଡ଼ାକୁ ୧୩-୧ରେ ହରାଇଲା

ଭୁବନେଶ୍ୱର: ସଂଘର୍ଷପୂର୍ଣ୍ଣ ପ୍ରଥମ ମ୍ୟାଚରେ ଫ୍ରାନ୍ସ ଠାରୁ ୫-୪ରେ ପରାଜୟ ପରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ଜୁନିୟର ହକି ବିଶ୍ୱକପରେ ଗୁରୁବାର ନିଜର ଦ୍ୱିତୀୟ ଗ୍ରୁପ୍ ମ୍ୟାଚରେ ଭାରତ ଗୋଲ୍ ବର୍ଷା କରି କାନାଡ଼ାକୁ ୧୩-୧ରେ ଧରାଶାୟୀ କରିଛି । ଭାରତ…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ସାମିଲ ହେଲା ସୋନପୁର ଓ ବୌଦ୍ଧ ଜିଲ୍ଲା

ସୋନପୁରର ଦେଢ ଲକ୍ଷ ଓ ବୌଦ୍ଧର ୩.୭୨ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା ଗୋଟିଏ କାର୍ଡରେ ପୁରା ପରିବାର ପାଇଁ ସବୁଠାରୁ ଭଲ ଚିକିତ୍ସା ସୁବିଧା, ଗରିବ ଲୋକଙ୍କୁ ସଶକ୍ତ କରିଛି ସ୍ମାର୍ଟ ହେଲ୍‌ଥ କାର୍ଡ - ମୁଖ୍ୟମନ୍ତ୍ରୀ ସୋନପୁରରେ ୩୦୦ କୋଟି ଓ ବୌଦ୍ଧରେ ୪୮୩ କୋଟି ଟଙ୍କାର…