ମହାନଦୀରେ ଟ୍ରାଜେଡି : ବୁଡିଗଲେ ଚାରି ଛାତ୍ର, ତିନି ଜଣଙ୍କ ମୃତଦେହ ଉଦ୍ଧାର

କଟକ- କଟକ ଭଦିମୂଳ ଘାଟ ମହାନଦୀରେ ୪ ଜଣ ଛାତ୍ର ବୁଡିଯିବା ଘଟଣାରେ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକମାନେ ହେଲେ ଜଗା ବେହେରା, ଆକାଶ ବାହାଲିଆ ଓ ଚନ୍ଦନ ବେହେରା । ଗତରାତିରେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ୨ ଜଣଙ୍କର ଶବ ମିିଳିଛି । ଅନ୍ୟ ଜଣେ ଛାତ୍ର ଶୁଭମ ସେଠୀ ଏବେ…

ପ୍ୟାଟ୍ କମିନ୍ସ ହେଲେ ଅଷ୍ଟ୍ରେଲିଆର ନୂଆ ଟେଷ୍ଟ କ୍ୟାପଟେନ୍

ସିଡନୀ: ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଅଷ୍ଟ୍ରେଲିଆର ନୂଆ ଟେଷ୍ଟ ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ କ୍ରିକେଟ୍ ଅଷ୍ଟ୍ରେଲିଆ ଏହା ଘୋଷଣା କରିଛି। ଡେଲି ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ, କ୍ରିକେଟ୍ ଅଷ୍ଟ୍ରେଲିଆ ଗୁରୁବାର ଦିନ ପ୍ୟାଟ୍ କମିନ୍ସଙ୍କୁ ଆସେସ୍…

ଚାଞ୍ଚଲ୍ୟକର ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟା ମାମଲା : ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ବିରୋଧରେ ପ୍ରାଥମିକ…

ଭୁବନେଶ୍ୱର- ରାଜଧାନୀର ଚାଂଚଲ୍ୟକର ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟା ମାମଲାରେ ଏସଡିଜେଏମ୍ କୋର୍ଟରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ବିରୋଧରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରାଯାଇଛି । ୩୫୦ ପୃଷ୍ଠାର ଚାର୍ଜସିଟରେ ପ୍ରିୟଙ୍କାଙ୍କ ପ୍ରେମିକ ଜଗନ୍ନାଥ ପ୍ରଧାନକୁ ଏକମାତ୍ର ଅଭିଯୁକ୍ତ ଭାବେ…

ସ୍କୁଲ ରୂପାନ୍ତରଣ : ରକ୍ଷଣାବେକ୍ଷଣ ଓ ସୁପରିଚାଳନା ପାଇଁ ଗଠନ ହେଲା ୬ଟି ଟାସ୍କଫୋର୍ସ

ଭୁବନେଶ୍ୱର – ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ରୂପାନ୍ତରିତ ସ୍କୁଲଗୁଡିକର ସୁପରିଚାଳନା ପାଇଁ ପ୍ରସ୍ତୁତ ହୋଇଛି ଏକ ଦୀର୍ଘ ମିଆଦୀ ଯୋଜନା । ରୂପାନ୍ତରିତ ସ୍କୁଲଗୁଡିକର ରକ୍ଷଣାବେକ୍ଷଣ ଓ ସୁପରିଚାଳନା ବ୍ୟବସ୍ଥା ଉଦ୍ଦେଶ୍ୟରେ ସରକାରୀସ୍ତରରେ ୬ଟି ଟାସ୍କଫୋର୍ସ ଗଠନ କରାଯାଇଛି । ବିଭିନ୍ନ…

ବିଏସକେୱାଇ ସ୍ମାର୍ଟ କାର୍ଡ ସେବାରେ ଯୋଡିହେବ ବାଲେଶ୍ୱର, ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଦେବେ ୧୪୭୬ କୋଟିର…

ଭୁବନେଶ୍ୱର- ଆଜି ବାଲେଶ୍ୱରରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟ କାର୍ଡ ଦ୍ୱାରା ଜିଲ୍ଲାର ୫ ଲକ୍ଷ ୧୩ ହଜାର ୩୫୨ ପରିବାର ଉପକୃତ ହେବେ । ଜିଲ୍ଲା ପାଇଁ ବିଏସକେୱାଇ ସ୍ମାର୍ଟ କାର୍ଡ ଶୁଭାରମ୍ଭ କରିବା ସହ ୧ ହଜାର ୪୭୬ କୋଟି…