ମୟୂରଭଞ୍ଜ ଆଇଟିଡିଏ ସହକାରୀ ଯନ୍ତ୍ରୀଙ୍କଠାରୁ ୪୨ ଲକ୍ଷ ୭୭ ହଜାର ନଗଦ ଟଙ୍କା ଜବତ, ଗତ ୫ ମାସରେ ସର୍ବାଧିକ

ଭୁବନେଶ୍ୱର- କଳାଧନ କୁବେର ମୟୂରଭଞ୍ଜ ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଚଢାଉ କରି ଭିଜିଲାନ୍ସ ନଗଦ ୪୧ ଲକ୍ଷ ୭୭ ହଜାର ଟଙ୍କା ଜବତ କରିଥିବା ସୂଚନା ଦେଇଛି । ଏତେ ପରିମାଣର ଟଙ୍କା ଗତ ୫ ମାସରେ ସର୍ବାଧିକ ବୋଲି ଭିଜିଲାନ୍ସ କହିଛି । ପୂର୍ବରୁ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ…