କାନପୁର ଟେଷ୍ଟ: ପ୍ରଥମ ଇନିଂସରେ ଭାରତ ୩୪୫, ନ୍ୟୁଜିଲାଣ୍ଡ ୧୨୯/୦
କାନପୁର: ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଭ୍ରମଣକାରୀ ଦଳ ଜୋରଦାର ପ୍ରତ୍ୟାବର୍ତ୍ତନ କରିଛି | ଭାରତକୁ ୩୪୫ ରନରେ ଅଲ୍ଆଉଟ୍ କରିବା ପରେ ନ୍ୟୁଜିଲାଣ୍ଡର ଓପନିଂ ଯୋଡି ଭାରତୀୟ ବୋଲରମାନଙ୍କୁ ପାଣି ପିଆଇ ଦେଇଛନ୍ତି…