ଆରଜେଡି ମୁଖ୍ୟ ଲାଲୁ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ରାଷ୍ଟ୍ରୀୟ ସଭାପତି ଲାଲୁ ପ୍ରସାଦ ଯାଦବଙ୍କୁ ଏମ୍ସ-ଦିଲ୍ଲୀର ଏମର୍ଜନ୍ସି ବିଭାଗରେ ଭର୍ତ୍ତି କରାଯାଇଛି। ସେ ଜ୍ୱର ନେଇ ଅଭିଯୋଗ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଏମ୍ସ…

ନିଟ୍ ପିଜି କାଉନସେଲିଂ ବିଳମ୍ବ ନେଇ ରେସିଡେଣ୍ଟ ଡାକ୍ତର ସଂଘଙ୍କ ଦେଶବ୍ୟାପୀ ଧର୍ମଘଟ, ଓପିଡି ସେବା ହେବ ପ୍ରଭାବିତ

ନୂଆଦିଲ୍ଲୀ: ନିଟ୍ ପିଜି ୨୦୨୧ କାଉନସେଲିଂ କରିବାରେ ବିଳମ୍ବ ବିରୋଧରେ ଅନେକ ଡାକ୍ତର ସଂଘ ଦେଶବ୍ୟାପୀ ଧର୍ମଘଟ ଡ଼ାକରା ଦେଇଛନ୍ତି | ନଭେମ୍ବର ୨୭ରୁ ଦେଶବ୍ୟାପୀ ଧର୍ମଘଟ ପାଇଁ ଫେଡେରେସନ୍ ଅଫ୍ ରେସିଡେଣ୍ଟ୍ ଡାକ୍ତର ସଂଘ (ଫୋର୍ଡା) ଆହ୍ବାନ କରିଛି । ଫୋର୍ଡା ଏହାର ଘୋଷଣାରେ ଦେଶର…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାର ନୂଆ ଭାରିଏଣ୍ଟକୁ ‘ଓମିକ୍ରନ୍’ ଭାବେ ନାମିତ କଲା

ଜେନେଭା: କରୋନାର ଅନ୍ୟ ଭାରିଏଣ୍ଟ ତୁଳନାରେ ଦକ୍ଷିଣ ଆଫ୍ରିକା ଓ ବୋସଓ୍ଵାନାରେ ମିଳିଥିବା ନୂଆ ଭାରିଏଣ୍ଟ (ବି.୧.୧.୫୨୯) ସବୁଠାରୁ ସଂକ୍ରାମକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏନେଇ ସମସ୍ତ ଦେଶକୁ ଚେତାବନୀ ଦେଇଛି | ଶୁକ୍ରବାର ଏହାର ସମୀକ୍ଷା ପରେ 'ହୁ'ର ଟେକ୍ନିକାଲ ପରାମର୍ଶଦାତା ଗୋଷ୍ଠୀ…